
2009ମସିହା ନଭେମ୍ବର 20 ତାରିଖରେ cricket ଜଗତରେ କିମ୍ବଦନ୍ତୀ ପୁରୁଷ ସଚିନ ରମେଶ ତେନ୍ଦୁଲକର ଅନ୍ତର୍ଯ୍ୟାତୀୟ cricket ରେ ପ୍ରଥମ ଖେଳାଳି ଭାବେ ତିରିଶ ହଜାର ରନ ପୂରଣ କରିଥିଲେ l ahamdabad ରେ ଶ୍ରୀଲଙ୍କା ବିପକ୍ଷ teast mach ରେ ନଭେମ୍ବର 20 ତାରିଖରେ ଏହି ମାଇଲ ଖୁଣ୍ଟ ସେ ସ୍ଥାପାନ କରିଥିଲେ l 1973ମସିହା ଏପ୍ରିଲ 24ରେ ମହାରାଷ୍ଟ୍ରର ବମ୍ବେ ସହରରେ ତାଙ୍କର ଜନ୍ମ l କେହି ତାଙ୍କୁ ଲିଟିଲ ମାଷ୍ଟର କୁହେ ତ ଆଉ କେହି cricket ର ଭାଗବାନ କୁହନ୍ତି l 11 ବର୍ଷ ବୟସ ରୁ cricket ଖେଳ ଆରମ୍ଭ କରିଥିବା ସଚିନ 1989 ରେ କରଚି ରେ ପାକିସ୍ତାନ ବିପକ୍ଷ ରେ ପ୍ରଥମେ teast ମ୍ୟାଚ ଖେଳିଥିଲେ l ଜଣେ ସଫଳ ବ୍ୟାଟର ଭାବେ ଖ୍ୟାତି ଅର୍ଜନ କରିବା ସହିତ ସେ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ମଧ୍ୟ୍ୟ ନେଇଥିଲେ l 2011 ର ବିଶ୍ୱକପ ବିଜେତା ଭାରତୀୟ ଏକଦଶର ସେ ଥିଲେ ପ୍ରମୁଖ ଖେଳାଳି l ସେ 200 ଟେଷ୍ଟ ମ୍ୟାଚ ଖେଳି 15,921 ରନ ଏବଂ 463 ଆକଦିବସୀୟ ମ୍ୟାଚରୁ 18,426 ରନ ସଂଗ୍ରହ କରିଛନ୍ତି l 310 ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସେ 25,396 ରନ ସ୍କୋର କରିଥିଲେ l ଟେଷ୍ଟ ମ୍ୟାଚରେ ବୋଲି କରି 46 ଉଇକେଟ ପାଇଥିବା ସଚିନ ଆକଦିବସୀୟ ମ୍ୟାଚରେ ମୋଟ 154 ଉଇକେଟ ହାତେଇଛନ୍ତି l 2012 ରେ ଆକଦିବସୀୟ cricket ରୁ ଅବସର ନେଇଥିବା ସଚିନ 10 October 2013 ରେ ସବୁ ପ୍ରକାର କ୍ରିକେଟ ରୁ ଅବସର ଘୋଷଣା କରିଥିଲେ l 2010 ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ l ସେ ଅର୍ଜୁନ ପୁରସ୍କାର, ଖେଳରତ୍ନ ପୁରସ୍କାର, ସାର ଗରଫିଲଡ ସବ୍ସ ଟ୍ରଫି ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି l ଭାରତରତ୍ନ ଲାଭ କରିବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ତାଙ୍କ ଉପରେ ଏକାଧିକ ପୁସ୍ତକ ରଚିତ ହୋଇଛି l
Playing it my way ହେଉଛି ତାଙ୍କର ଆତ୍ମଜୀବନ
Leave a comment