Dilip tried the hockey World

ହକି ବିର୍ତ୍ତିଭୂମି ପରଖିଲେ ଦିଲୀପ

Hockey India chief Dilip Tirkee inspected the condition of various hockey grounds in Sundargarh district on the last day of the year.
ହକି ଇଣ୍ଡିଆର ମୁଖ୍ୟ ଦିଲୀପ ତିର୍କି ବର୍ଷର ଶେଷ ଦିନରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ହକି ପଡିଆର ସ୍ଥିତି ଯାଞ୍ଚ କରିଥିଲେ।
Hockey India chief Dilip Tirkee has inspected the condition of various hocke

Mr. Thirkey reviewed the status of Rajgangpur Poultry Panchayat and the newly constructed Astro Turf Hockey Ground in Kunmur Panchayat of Kuramunda Block.
ଶ୍ରୀ ତିର୍କି ରାଜଗଙ୍ଗପୁର କୁକୁଡ଼ା ପଞ୍ଚାୟତର ସ୍ଥିତି ଏବଂ କୁରୁମୁଣ୍ଡା ବ୍ଲକର କୁନମୁର ପଞ୍ଚାୟତରେ ନୂତନ ଭାବେ ନିର୍ମିତ ଆଷ୍ଟ୍ରୋ ଟର୍ଫ ହକି ଗ୍ରାଉଣ୍ଡର ସମୀକ୍ଷା କରିଥିଲେ।

There, Kuni Kuni spent time with local hockey players and encouraged him to play hockey regularly.
ସେଠାରେ କୁନି କୁନି ସ୍ଥାନୀୟ ହକି ଖେଳାଳିଙ୍କ ସହ ସମୟ ଅତିବାହିତ କରିଥିଲେ ଏବଂ ତାଙ୍କୁ ନିୟମିତ ହକି ଖେଳିବାକୁ ଉତ୍ସାହିତ କରିଥିଲେ।

ଏହା ସହ ନିଜେ ହକି ଷ୍ଟିକ ଧରିଥିଲେ l ଗୋଲ ପୋଷ୍ଟ ସମ୍ମୁଖରେ କିଛି କ୍ଷଣ ହକି ଖେଳିଥିଲେ l ଅପରପକ୍ଷରେ ଅତି ନିକଟରୁ ଅନ୍ୟତମ ସର୍ବଶ୍ରେଷ୍ଠ ହକି ତାରକାଙ୍କ ସନ୍ନିଧ୍ୟ ଲାଭ କରିବା ଓ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥିବାରୁ ଉଦୀୟମାନ ହକି ଖେଳାଳିମାନେ ଆତ୍ମବିଭୋର ହୋଇପଡିଥିଲେ l ସୁନ୍ଦରଗଡ଼ର ହକି ବିର୍ତ୍ତିଭୁମି ଅପୂର୍ଵ ସୁଯୋଗ ଆଣିଦେବେ ବୋଲି ଦିଲୀପ ଏହି ଅବସରରେ ପ୍ରକାଶ କରିଛନ୍ତି l 2023 ମସିହା ଓଡିଶା କ୍ରୀଡା ପାଇଁ ନିର୍ଣ୍ଣାୟକ ହେବାକୁ ଯାଉଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ l

Leave a comment

Design a site like this with WordPress.com
Get started