
ଫୁଟବଲ ତାରକା କ୍ରିଷ୍ଟିଆନୋ ronald ସାଉଦି ଆରବର ଅଲ ନାସର କ୍ଳବରେ ପାଦ ଥାପିଛନ୍ତି l ଏଥିପାଇଁ ମଙ୍ଗଳବାର କ୍ଳବ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ronaldo ଙ୍କୁ ସଦସ୍ୟମାନଙ୍କ ସହିତ ପରିଚିତ କରାଯାଇଥିଲା l ତେବେ ଅଲ ନାସର ସହିତ ଯୋଡିହେବା ସଂପର୍କରେ ronaldo କହିଛନ୍ତି ଯେ ସେ ଜଣେ ସ୍ୱତନ୍ତ୍ର ଖେଳାଳି l ସାଉଦି ଆରବ ଆସିବା ପରେ ବହୁତ ଭଲ ଅନୁଭବ ହେଉଛି l ୟୁରୋପରେ ଅନେକ ରେକର୍ଡ ଭାଙ୍ଗିଥିଲା ବେଳେ ଏଠାରେ ମଧ୍ୟ କିଛି ନୂଆ ରେକର୍ଡ କରିବାକୁ ସେ ଚାହୁଁଥିବା ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି l ପଡିଆରେ ଖେଳିବା ସମୟରେ ତାହାକୁ ଉପଭୋଗ କରିବାକୁ ଚାହେଁ l ଦେଶର ସଫଳତା ଓ ସଂସ୍କୃତିର ଏକ ଅଶଂ ହୋଇ ରହିବାକୁ ସେ ଆଗ୍ରହ ରଖିଛନ୍ତି l
Leave a comment