ଅଲିମ୍ପିକ୍ସି ପଦକ ବିଜେତା ଅମିତ ରୋହିଦାସଙ୍କ କାହାଣୀ The story of Olympic medalist Amit Rohidas

ବାଲିଶଙ୍କରା ଛକରେ ଜୋତା ମରାମତି କାମକରି ବହୁକଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଗୋପାଳ ରୋହିଦାସ l ସେଥିରେ ଯାହା ମିଳୁଥିଲା ତାଙ୍କର 6 ଜଣିଆ ପରିବାରକୁ ଚଳାଇବା କଷ୍ଟକର ହୋଇପଡୁଥିଲା l ସେଥିପାଇଁ କେବେ ଦାଦନ ଖଟିବାକୁ ଗୋଆ, ମୁମ୍ବାଇ ଚାଲିଯାଉଥିଲେ ଗୋପାଳ l କିନ୍ତୁ ଏତେ ଅଭାବ,ଦାରିଦ୍ର ଭିତରେ ବି ଆଦିବାସୀଙ୍କ ପାରମ୍ପରିକ କ୍ରୀଡା ପାଲଟି ଥିବା ହକି ଖେଳ ପ୍ରତି ଗୋପାଳଙ୍କ ବଡ଼ ଝୁଙ୍କ ଥିଲା l କେଉଁଠି ହକି ଖେଳ ହେଉଛି ଶୁଣିଲେ ସେ ସବୁ କାମ ଛାଡି ପାଗଳ ପରି ଧାଇଁ ଯାଉଥିଲା l ଏପରିକି ଅନେକ ସମୟରେ ତାଙ୍କ ଜୋତା ମରାମତି ଦୋକାନକୁ ବି ବନ୍ଦ କରି ଦେଉଥିଲେ l ଖେଳ ଦେଖି ଖାଲିହାତରେ ଘରକୁ ଫେରୁଥିଲେ l ଏଥିପାଇଁ ଦିନେ ଦିନେ ସାରା ପରିବାର ଉପାସରେ ରହୁବାକୁ ପଡୁଥିଲା l ଗୋପାଳଙ୍କ ଏହି ହକି ପାଗଳାମିକୁ ଅତି ପାଖରୁ ଦେଖିଥିବା ତାଙ୍କ ସାନପୁଅ ଆଜି ହକିରେ ରଚିଛନ୍ତି ଇତିହାସ l ସେ ହେଲେ ଓଡିଶାର ପ୍ରଥମ ଅଣଆଦିବାସୀ ହକି ଅଲିମ୍ପିଆନ ଅମିତ ରୋହିଦାସ l ପିଲାଦିନେ ଅର୍ଥ ଅଭାବରୁ ହକି ବାଡ଼ି କି ବଲ କିଣିବା ସମ୍ଭବ ନ ଥିବାରୁ ବାଉଁଶ ଓ କାଠଫଳିଆକୁ ହକି ବାଡ଼ି କରି ଗାଁ ମିସନ ସ୍କୁଲ ପଡିଆରେ ଅଭ୍ୟାସ କଲେ l 2004ରେ ପାନପୋଷ କ୍ରୀଡା ଛାତ୍ରାବାସରେ ଯୋଗଦେବା ତାଙ୍କ ପାଇଁ ସୁଯୋଗର ବାଟ ଖୋଲିଦେଇଥିଲା l

ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ l 2009 ରେ ଉପକନିଷ୍ଠ ଏସିଆ କପରେ ଭାଗନେବା ସହ 2012 ରେ ଏସିଆ ଚାମ୍ପିଅନସିପ ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ l 2012 ରେ ଲଣ୍ଡନ ଅଲିମ୍ପିକ ପାଇଁ କ୍ୟାମ୍ପର ସାମିଲ ହୋଇଥିଲେ ମଧ୍ୟ ଚୁଡାନ୍ତ ତାଲିକାରେ ସ୍ଥାନ ସୁରକ୍ଷୀତ କରିପାରି ନଥିଲେ l 2022 ରାଜ୍ୟଗୋଷ୍ଠୀ କ୍ରୀଡା(ରୌପ୍ୟ ),28ତମ ସୁଲତାନ ଆଜଲାନ ଶାହା କପ (ରୌପ୍ୟ ),2016-17 ହକି ୱାର୍ଲଡ଼ ଲିଗ (କଂlସ୍ୟ ), ଏସିଆ କପ ବିଜୟୀ ଦଳର ସଦସ୍ୟ ଥିଲେ l 2021 ରେ ମଧ୍ୟ ଅର୍ଜନ ପୁରସ୍କାର ପାଇଥିଲେ l

ଘରବାରି ବ୍ୟତୀତ ଚାଷ ଜମି କିଛି ନାହିଁ l ତେଣୁ ପରଜମିରେ ନିରଞ୍ଜନ ରୋହିଦାସ କରିଥିବା ଟେଣ୍ଟହାଉସରେ ପରିବାର ଚଳୁଥିଲେ l ଏବେ ବଡ଼ ଭାଇ ପୁଲିସ ଓ ଭଉଜ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରୁଛନ୍ତି l ଭଉଣୀ ସବିତା ଓ ସୀତା ବିବାହ କରିସାରିଛନ୍ତି l ଆର୍ଥିକ ଦିଗରୁ ଏବେ ଅମିତଙ୍କ ପରିବାର ଅପେକ୍ଷାକୃତ ସ୍ୱଛଳ l

  ବାଲିଶଙ୍କରା ଛକରେ ଜୋତା ମରାମତି କାମକରି ବହୁକଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ଗୋପାଳ ରୋହିଦାସ l ସେଥିରେ ଯାହା ମିଳୁଥିଲା ତାଙ୍କର 6 ଜଣିଆ ପରିବାରକୁ ଚଳାଇବା  କଷ୍ଟକର ହୋଇପଡୁଥିଲା l ସେଥିପାଇଁ କେବେ ଦାଦନ ଖଟିବାକୁ ଗୋଆ, ମୁମ୍ବାଇ ଚାଲିଯାଉଥିଲେ ଗୋପାଳ l କିନ୍ତୁ ଏତେ ଅଭାବ,ଦାରିଦ୍ର ଭିତରେ ବି ଆଦିବାସୀଙ୍କ ପାରମ୍ପରିକ କ୍ରୀଡା ପାଲଟି ଥିବା ହକି ଖେଳ ପ୍ରତି ଗୋପାଳଙ୍କ ବଡ଼ ଝୁଙ୍କ ଥିଲା l କେଉଁଠି ହକି ଖେଳ ହେଉଛି ଶୁଣିଲେ ସେ ସବୁ କାମ ଛାଡି ପାଗଳ ପରି ଧାଇଁ ଯାଉଥିଲା l ଏପରିକି ଅନେକ ସମୟରେ ତାଙ୍କ ଜୋତା ମରାମତି ଦୋକାନକୁ ବି ବନ୍ଦ କରି ଦେଉଥିଲେ l ଖେଳ ଦେଖି ଖାଲିହାତରେ ଘରକୁ ଫେରୁଥିଲେ l ଏଥିପାଇଁ ଦିନେ ଦିନେ ସାରା ପରିବାର ଉପାସରେ ରହୁବାକୁ ପଡୁଥିଲା l ଗୋପାଳଙ୍କ ଏହି ହକି ପାଗଳାମିକୁ ଅତି ପାଖରୁ ଦେଖିଥିବା ତାଙ୍କ ସାନପୁଅ ଆଜି ହକିରେ ରଚିଛନ୍ତି ଇତିହାସ l ସେ ହେଲେ ଓଡିଶାର ପ୍ରଥମ ଅଣଆଦିବାସୀ ହକି ଅଲିମ୍ପିଆନ ଅମିତ ରୋହିଦାସ l ପିଲାଦିନେ ଅର୍

Gopal Rohidas worked hard to support his family by repairing shoes in Balishankara Street. It was difficult to support his family of 6 with what he got. That’s why Gopal used to go to Goa and Mumbai to earn money. He was addicted. Whenever he heard a hockey game, he would leave work and run like crazy. He would even close his shoe repair shop. His youngest son who saw him is playing hockey today. He was the first non-tribal hockey Olympian of Odisha. The way was opened l

ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ l 2009 ରେ ଉପକନିଷ୍ଠ ଏସିଆ କପରେ ଭାଗନେବା ସହ 2012 ରେ ଏସିଆ ଚାମ୍ପିଅନସିପ ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ l 2012 ରେ ଲଣ୍ଡନ ଅଲିମ୍ପିକ ପାଇଁ କ୍ୟାମ୍ପର ସାମିଲ ହୋଇଥିଲେ ମଧ୍ୟ ଚୁଡାନ୍ତ ତାଲିକାରେ ସ୍ଥାନ ସୁରକ୍ଷୀତ କରିପାରି ନଥିଲେ l 2022 ରାଜ୍ୟଗୋଷ୍ଠୀ କ୍ରୀଡା(ରୌପ୍ୟ ),28ତମ ସୁଲତାନ ଆଜଲାନ ଶାହା କପ (ରୌପ୍ୟ ),2016-17 ହକି ୱାର୍ଲଡ଼ ଲିଗ (କଂlସ୍ୟ ), ଏସିଆ କପ ବିଜୟୀ ଦଳର ସଦସ୍ୟ ଥିଲେ l 2021 ରେ ମଧ୍ୟ ଅର୍ଜନ ପୁରସ୍କାର ପାଇଥିଲେ lclear

Amit came into the limelight after his impressive performance in the national junior competition l Participated in the Junior Asia Cup in 2009 and joined the Indian team in the 2012 Asian Championship l Joined the camp for the 2012 London Olympics but failed to secure a spot in the final list l 2022 Commonwealth Games (Silver) , 28th Sultan Azlan Shah Cup (Silver), 2016-17 Hockey World League (Bronze), Was a member of Asia Cup winning team l Received Arjan Award in 2021 also l

There is no agricultural land except the house. Therefore, the family was living in a tent house built by Niranjan Rohidas in Parjmi. Now the elder brother is working in the police department and the brother-in-law is working in the health department. Sisters Sabita and Sita are already married.

Gopal Rohidas worked hard to support his family by repairing shoes in Balishankara Street. It was difficult to support his family of 6 people with what he got. That is why Gopal used to go to Goa and Mumbai to earn money. He was addicted. Whenever he heard a hockey game, he would leave work and run like crazy. He would even close his shoe repair shop. His younger son who saw him is making history in hockey today. He was Odisha’s first non-tribal hockey Olympian, Amit Rohidas.

Leave a comment

Design a site like this with WordPress.com
Get started