ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ମ୍ୟାଚ ପରିଚାଳନା କରିଛନ୍ତି ମହିଳା ଅମ୍ପାୟାର l ଏ କ୍ଷେତ୍ରରେ ମଙ୍ଗଳବାର ବ୍ରିନ୍ଦା ରଥି, ଏନ ଜନନି ଏବଂ ଭି ଗାୟତ୍ରୀ ଇତିହାସ ରଚିଛନ୍ତି l ବିସିସିଆଇର ପୁରୁଷ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ମ୍ୟାଚ ପରିଚାଳନା କରିବାରେ ଏହି ତିନି ଜଣ ପ୍ରଥମ ମହିଳା ହୋଇଛନ୍ତି l ମୁମ୍ବାଇ ବାସିନ୍ଦା 32 ବର୍ଷ ବୟସ୍କା ରଥି ବିସିସିଆଇ ସ୍କୋରର exam ରେ ଉତୀର୍ଣ୍ଣ ହେବା ପୂର୍ଵରୁ ସ୍ଥାନୀୟ ମ୍ୟାଚରେ ଦାୟୁତ୍ୱ ତୁଲାଇଥିଲେ l ସେ ମଧ୍ୟ 2013 ମହିଳା ବିଶ୍ୱକପ ପାଇଁ ବିବିଶିଆଇର ଅଫିସିଆଲ ସ୍କୋର ରହିଥିଲେ l ଏହାପରେ ସେ ଅମ୍ପାୟାରଂ ସୁଯୋଗ ପାଇଥିଲେ l ସେହିପରି ଦୀର୍ଘଦିନ ଧରି ଜଣେ କ୍ରିକେଟପ୍ରେମି ରହିଥିବା 36 ବର୍ଷ ବୟସ୍କା ଜନନୀ ତାମିଲନାଡୁ କ୍ରିକେଟ ସଂଘ ପାକ୍ଷରୁ ଏକାଧିକ ଥର ଅମ୍ପାୟାର ଦେୟୁତ୍ୱ ତୁଲାଇଥିଲେ l ସେ 2018 ରେ ବିସିସିଆଇର ଲେଭଲ -2 ଅମ୍ପାୟରଂ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିଲେ l ଫଳରେ ନିଜର ଏଇଟି କାର୍ଯ୍ୟ ଛାଡି ଅମ୍ପାୟାରି ପାଇଁ ଆଗ୍ରହ ପ୍ରକାଶ କେରିଥିଲେ l ସେ ମଧ୍ୟ 2021ରେ ତାମିଲନାଡୁ ପ୍ରିମିୟର ଲିଗ ପରିଚାଳନା କରିଛନ୍ତି l ପୂର୍ବତନ କ୍ରିକେଟର ଗାୟତ୍ରୀ ଏବେ ଜାମସେଦପୁରରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଦ୍ଵିତୀୟ ରାଉଣ୍ଡ ରଣଜୀ ମ୍ୟାଚ୍ ପରିଚାଳନା କରୁଥିବା ବେଳେ ଜଣେ ପୂର୍ବତନ ସଫଟୱେୟାର ଇଞ୍ଜିନିୟର ଜନନୀ ରେଳବାଇ ଓ ତ୍ରିପୁରା ଏବଂ ରଥୀ ଗୋଆ -ପଣ୍ଡିଚେରି ମ୍ୟାଚ ପରିଚାଳନା କରୁଛନ୍ତି l ଉଭୟ ଜନନୀ ଓ ରଥି 2020 ରୁ ଆଇସିସି ପ୍ୟାନେଲ ଅଫ ଦେଭଲେପମେଣ୍ଟ ଅମ୍ପାୟାର ତାଲିକାରେ ସାମିଲ ହୋଇଥିଲେ l
Women umpires for the first time in Ranji Trophy l In this field, Brenda Rathi, N Janni and V Gayatri created history on Tuesday l The trio became the first women to officiate a match in the Ranji Trophy, the BCCI’s men’s domestic competition l The 32-year-old Rathi, a resident of Mumbai, BCCI scorer exam She was also the BBC’s official scorer for the 2013 Women’s World Cup. Succeeded in level-2 umpiring exam l As a result quit his IT job and showed interest in umpiring l He also officiated Tamil Nadu Premier League in 2021 l Former cricketer Gayatri is now officiating the second round Ranji match between Jharkhand and Chhattisgarh at Jamsepurad while Janni, a former software engineer Railways and Tripura and Rathi Goa – Pondicherry m Both Johnny and Rathi have been included in the ICC Panel of Development Umpires list from 2020.
Leave a comment