India’s world record ଭାରତର ବିଶ୍ୱ ରେକର୍ଡ

Kohli broke Tendulkar’s record ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହିଲି

ବିରାଟ କୋହିଲି (166) ଓ ଶୁବମନ ଗିଲ (116)ଙ୍କ ଶତକୀୟ ପାଳି ଏବଂ ପାୱାର ପ୍ଲେ ଭିତରେ ମହମ୍ମଦ ସିରାଜଙ୍କ ବୋଲିଂ ବିସ୍ଫୋରଣ (4 wiket )ବଳରେ ଭାରତ ରବିବାର ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ 3-0 ରେ ମୂଳପୋଛ କରି ଜିତିଛି l ଭାରତର 390 ରନ ଜବାବରେ ଶ୍ରୀଲଙ୍କା ମାତ୍ର 73 ରନରେ ସୀମିତ ରହିବାରୁ ରୋହିତ ଶର୍ମାଙ୍କ ଦଳ ମଧ୍ୟ 317 ରନର ସର୍ବବୃହତ ଦିନିକିଆ ବିଜୟର କୀର୍ତ୍ତିମାନ ପ୍ରତିଷ୍ଠା କରିଛି l ପୂର୍ବରୁ 300ରୁ ଅଧିକ ରନ ବ୍ୟବଧାନରେ କୌଣସି ଦଳ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଜିତିନଥିଲେ l ରବିବାର ପର୍ଯନ୍ତ ଏହି ରେକର୍ଡ ନ୍ୟୁଜଲାଣ୍ଡ ( 290) ରନ ବନାମ ଆୟର୍ଲାଣ୍ଡ, ଆବରଦିନ,2008 ନାମରେ ଥିଲା l

ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବାବେଳେ ବିରାଟ କୋହିଲି ଏହି ଫର୍ମାଟରେ ଗତ 4 ପାଳିରୁ 3ଶତକ ହାସଲ କରି ଜବରଦସ୍ତ ଫର୍ମରେ ଥିବାର ପ୍ରମାଣିତ କରିଛନ୍ତି l 3 ମ୍ୟାଚ ଶୃଙ୍ଖଳାରେ କୋହିଲିଙ୍କର ଏହା ଦ୍ୱିତୀୟ ଏବଂ କ୍ୟାରିୟରର 46 ତମ ଦିନିକିଆ ଶତକ l ଏହି ଅବସରରେ ସେ ଏକାଧିକ କୀର୍ତ୍ତିମାନଙ୍କୁ ପଛରେ ପକାଇଛନ୍ତି l ଶୁବମନ ଗିଲ ଏକ ଆକର୍ଷଣିୟ ପାଳି ଖେଳି ତାଙ୍କ ଦ୍ୱିତୀୟ ଶତକ ହାସଲ କରିଛନ୍ତି l ରବିବାର ରୋହିତ ଶର୍ମା (42)ଓ ଶୁଭମ ଗିଲ (95)ରନ ଭାଗିଦାରି କରିଥିଲେ l ଏହି ସମୟରେ ଏବଂ ଗିଲ ଦ୍ୱିତୀୟ wiket ପାଇଁ 131ରନ ଯୋଡ଼ି ବଡ଼ ସ୍କୋର ପାଇଁ ବାଟ ଫିଟାଇଥିଲେ l

ରଜିତାଙ୍କ ତଳୁଆ ବଲରେ ଗିଲ ବୋଲଡ଼ ହୋଇଯିବା ପରେ ଶ୍ରେୟସ ଆୟର (38)ରନ ଙ୍କୁ କୋହିଲି ସାଥି କରି ଆଉ ଏକ ଶତକୀୟ ଭାଗୀଦାରୀ ଗଢିଥିଲେ l ମାତ୍ର 11.5 ଓଭରରେ ଏହି ଯୋଡି 108 ରନ ସଂଯୋଗ କରିଥିଲେ l କୋହିଲି କିନ୍ତୁ ଏକା ଭାରତ ପାଳିକୁ 400ରନ ପାଖାପାଖି ନେଇଯାଇଥିଲେ l ବିରାଟ କୋହିଲି 48 ରନ ବଲରୁ ପ୍ରଥମ 50 ରନ ପୂର୍ଣ୍ଣ କରିଥିବା ବେଳେ ଦ୍ୱିତୀୟ ରନ ପାଇଁ 37 ବଲ ଏବଂ ତୃତୀୟ 50 ରନ ପାଇଁ ମାତ୍ର 21 ବଲ ଖେଳିଥିଲେ l ଏହି ଭଳି ଭାବେ କୋହଲି 110 ବାଲରୁ 166 ରନ କରିଥିଲେ l ଏହା ମଧ୍ୟରେ 13 ଚୌକା ଓ 8ଛକା ସାମିଲ ଥିଲା l ଜବାବରେ ଶ୍ରୀଲଙ୍କା ପାଳି ମାତ୍ର 22 ଓଭରରେ ଶେଷ ହୋଇଯାଇଥିଲେ ମଧ୍ୟ ସିରାଜଙ୍କୁ 5 wicket ସଫଳତା ପାଇଁ ସମ୍ପୂର୍ଣ୍ଣ 10 ଓଭର bloli ସୁଯୋଗ ମିଳିଥିଲା l

ସେ କିନ୍ତୁ 10-1-32-4 ରେ ସୀମିତ ରହିଥିଲେ l ମହମ୍ମଦ ସାମି ଏବଂ କୁଲଦୀପ ଯାଦବ 2-2wicket ନେଇ ଶ୍ରୀଲଙ୍କାକୁ ପାଳିର ଅଧା ଖେଳିବାକୁ ଦେଇନଥିଲେ l ଅର୍ଦ୍ଧଶତକ ପୂର୍ବରୁ କହିଲିଙ୍କୁ ରନ ଆଉଟ ନକରି ଶ୍ରୀଲଙ୍କା ଖେଳାଳି ଖେଳୁଆଡ଼ ମନୋଭାବର ନିଦର୍ଶନ ଦେଖାଇବା ରବିବାର ମ୍ୟାଚର ଅନ୍ୟତମ ଆକର୍ଷଣ ଥିଲା l ରବିବାର କୋହିଲି ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ସହିତ ମ୍ୟାଚର ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ l ଏହି ଶୃଙ୍ଖଳାରୁ କୋହିଲି ମୋଟ 283ରନ (113,4,166*) ସଂଗ୍ରହ କରିଥିଲେ l

Centuries from Virat Kohli (166) and Shubman Gill (116) and Mohammad Siraj’s bowling explosion (4 wickets) in the powerplay helped India sweep the one-day series 3-0 against Sri Lanka on Sunday. Sri Lanka were limited to just 73 runs in India’s 390-run reply. Rohit Sharma’s side also set the record for the highest one-day win by 317 runs since then. No team had previously won a one-day international by more than 300 runs. Until Sunday, the record was held by New Zealand (290) vs Ireland, Aberdeen, 2008.

Virat Kohli has proved to be in tremendous form with 3 centuries from his last 4 innings in India this year, his second ODI century in a 3-match series and 46th of his career. He scored his second century on Sunday when Rohit Sharma (42) and Shubham Gill (95) shared a partnership of 131 for the second wicket.

Shreyas Iyer (38) was joined by Kohli after Gill was bowled by Rajita’s low ball to form another 108-run partnership. The pair put on 108 runs in just 11.5 overs. At the completion, he played only 21 balls for the second run and 50 runs for the third. In this way, Kohli scored 166 runs from 110 balls. This included 13 fours and 8 sixes. A total of 10 over bloli opportunities were found for l

But he was restricted to 10-1-32-4. Mohammad Sammy and Kuldeep Jacob took 2-2 wickets to prevent Sri Lanka from playing their half of the innings. Awarded Man of the Match and Series along with the best innings.In the series, Kohli amassed a total of 283 runs (113,4,166*).

Leave a comment

Design a site like this with WordPress.com
Get started