At 19, I will be Messi-Ronaldo ( 19 ରେ ମୁଁହା ମୁଁହି ହେବେ ମେସି – ରୋନାଲଡୋ )

ସାଉଦି ଅଲ ଷ୍ଟାର ଏକାଦଶର ଅଧିନାୟକ ନିଯୁକ୍ତ ହୋଇଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ ଆସନ୍ତା 19ତାରିଖରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସଜି )ବିପକ୍ଷରେ ଏକ ବନ୍ଦୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଅଲ ନାସରର ସବୁଠୁ ଦାମୀ ଖେଳାଳି ରୋନାଲଡୋଙ୍କୁ ଏହି ଦାୟୁତ୍ୟ ଦିଆଯାଇଛି l ଏହାଫଳରେ ତିନିବର୍ଷ ପରେ ପୁଣି ଥରେ ରୋନାଲଡୋ ଓ ମେସି ମୁହାଁ ମୁହିଁ ହେବେ l ପୂର୍ବରୁ ଦୁଇ ଭିନ୍ନ ଭିନ୍ନ କ୍ଳବରୁ ଖେଳୁଥିବା ସମୟରେ ଏହି ଦୁଇ କିଂବଦନ୍ତି ଖେଳାଳି ସାମ୍ନାସାମ୍ନୀ ହୋଇଥିଲେ l 2020 ଡିସେମ୍ବରରେ ଖେଳାଯାଇଥିବା ଚାମ୍ପିଆନ୍ସ ଲିଗରେ ରୋନାଲଡୋ ଜୁଭେନଟସ 3-0 ଗୋଲରେ ମେସିଙ୍କ ବାର୍ସିଲୋନାକୁ ହରାଇଥିଲା l ତେବେ ସାଉଦି ଅଲଷ୍ଟାର ଏକାଦଶର ନେତୃତ୍ୱ ଗ୍ରହଣ କରୁଥିବା ସମୟର ଏକ ଭିଡିଓକୁ ସାଉଦି ଆରବ ମନୋରଂଜନ ବିଭାଗର ମୁଖ୍ୟ ତୁର୍କୀ ଅଲ ଶେଖ ଟ୍ୱିଟରରେ ପୋଷ୍ଟ କରିଥିଲେ l ଏହି ଭିଡ଼ିଓରେ ରୋନାଲଡୋ ଗୁରୁବାର ମ୍ୟାଚ ପାଇଁ ଅଧିନାୟକଙ୍କ ଆର୍ମବ୍ୟାଣ୍ଡ ପରିଧାନ କରୁଥିଲା ବେଳେ ଜର୍ସି ଗ୍ରହଣ କରିଥିବା ଦେଖାଯାଇଛି l

Cristiano Ronaldo has been appointed as the captain of the Saudi All Star XI. Al Nasser’s most expensive player, Ronaldo, has been appointed for a friendly match against Lionel Messi’s Paris Saint-Germain (PSG) on the 19th. As a result, Ronaldo and Messi will face each other again after three years. The two legendary players faced each other while playing for different clubs l Ronaldo’s Juventus 3-0 loss to Messi’s Barcelona in the Champions League played in December 2020 l Then a video of him leading the Saudi Ulster XI was shared on Twitter by Turki Al Shekhar, head of Saudi Arabia’s entertainment department.

Posted by The video shows Ronaldo receiving the jersey as he dons the captain’s armband for Thursday’s match.

Leave a comment

Design a site like this with WordPress.com
Get started