Gill’s Record ଗିଲଙ୍କ ରେକର୍ଡ

ହାଇଦ୍ରାବାଦ ବିରାଟ କୋହିଲି ଏବଂ ଶିଖର ଧାୱାନଙ୍କୁ ପଛରେ ପକାଇ ଉଦୀୟମାନ ଯୁବା ତାରକା ଶୁଭମନ ଗିଲ ଦିନିକିଆ ଆରର୍ଜାତିକରେ ଦ୍ରୁତତମ 1000 ରନ କରିବରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି l ଉଭୟ କୋହଲି ଓ ଧାୱନ ସମାନ 24 ଲେଖାଏ ପାଳିରୁ 1000 ରନ ପୂରଣ କରିଥିଲା ବେଳେ ବୁଧବାର ନ୍ୟୁଜଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳିବା ପୂର୍ବରୁ ଗିଲ 18 ପାଳିରୁ 894 ରନ କରିଥିଲେ l ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଦ୍ବିଶତକିୟ ପାଳି ଖେଳିବା ଅବସରରେ ଭାରତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି l ଗିଲ 19 ପାଳିରୁ 1000 ରନ ପୂରଣ କରି ଦ୍ରୁତତମ ଭାରତୀୟ ସାବ୍ୟସ୍ତ ହୋଇଛନ୍ତି l ସେ ବୁଧବାର 208ରନ କରି ଆଉଟ ହେବା ପରେ ତାଙ୍କର ମୋଟ ରନ 1102 ରେ ପହଞ୍ଚିଯାଇଛି l ଗିଲ ମଧ୍ୟ କମ ପାଳି ଭିର୍ତ୍ତୀରେ 1000 ରନ ଟପିବାରେ ପାକିସ୍ତାନର ଇଞ୍ଜାମମ୍ ଉଲ ହକଙ୍କ ସମକକ୍ଷ ହୋଇଥିଲା ବେଳେ କେବଳ ପାକିସ୍ତାନ ଫକର ଜନମ ହିଁ 18 ପାଳିରୁ ଏହି ମାଇଲଖୁଣ୍ଟ ଅତିକ୍ରମ କରି ପ୍ରଥମ ବ୍ୟାଟର ରହିଛନ୍ତି l

ଶୁବମନ ଗିଲ ନ୍ୟୁଜଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ 208 ରନ କରିଥିଲେ l ଏହା ତାଙ୍କ ଛୋଟ କ୍ୟାରୀୟରର ପ୍ରଥମ ଦ୍ବିଶତକ l ତେବେ ଦିନିକିଆ ଆନ୍ତର୍ଜାତିକରେ ଦ୍ବିଶତକ ଜମାଇବାରେ ସେ ସର୍ବକନିଷ୍ଠ ବ୍ୟାଟର ହୋଇଛନ୍ତି l ମାତ୍ର 23 ବର୍ଷ 132 ଦିନ ବୟସରେ ଗିଲ ଏହି କିର୍ତ୍ତୀମାନ ରଚିଥିଲା ବେଳେ ତାଙ୍କ ପୂର୍ବରୁ ଇଶାନ କିଷାନ (24 ବର୍ଷ 145 ଦିନ ବୟସ ) ଙ୍କ ନାମରେ ସର୍ବକନିଷ୍ଠ ରେକର୍ଡ ରହିଥିଲା l

Rising young star Shudman Gill has become the fastest Indian batsman to score 1000 runs in ODIs, surpassing Hyderabad’s Virat Kohli and Shikhar Dhawan. Both Kohli and Dhawan reached 1000 runs in the same 24 innings, while Gill made 894 runs in 18 innings ahead of the first ODI against New Zealand on Wednesday. l He set the Indian record for his double century against New Zealand l Gill became the fastest Indian to reach 1000 runs from 19 innings l He was dismissed for 208 on Wednesday, taking his total to 1102 l Gill also became Pakistan’s Inzamam to reach 1000 runs in the shortest innings. Ul Haq was matched by only Pakistan batsman Faqar Janam who became the first batsman to cross the milestone in 18 innings.

Shubman Gill scored 208 in the first ODI against New Zealand. This is the first double century of his young career. He also became the youngest batsman to score a double century in One Day Internationals. At the age of 23 years and 132 days, Gill achieved this feat before Ishan Kishan (aged 24 years and 145 days). The name had the lowest record l

Leave a comment

Design a site like this with WordPress.com
Get started