ଶେଷ ଓଭରରେ ଜିତିଲା ଭାରତ

ନ୍ୟୁଜଲାଣ୍ଡ 12 ରନରେ ହାରିଲା

ହାଇଦ୍ରାବାଦ, ଶୁବମନ ଗିଲଙ୍କ ସ୍ମରଣୀୟ ଦ୍ବିଶତକ ପରେ ମହମ୍ମଦ ସିରାଜ (4/46)ଙ୍କ ଘାତକ bloli ବଳରେ ନ୍ୟଜିଲାଣ୍ଡ ବିପକ୍ଷ ରୋମାଞ୍ଚଭରା ପ୍ରଥମ ଦିନିକିଆକୁ ଭାରତ 12 ରାନରେ ଜିତିନେଇଛି l ଏକାଧିକ କିର୍ତ୍ତୀମାନ ଭରା ଏହି ମ୍ୟାଚରେ ନ୍ୟୁଜଲାଣ୍ଡ ମଧ୍ୟ୍ କୌଣସି ଗୁଣରେ ପଛରେ ନଥିଲା l ସପ୍ତମ ସ୍ଥାନରେ ବ୍ୟାଟିଂ କରିଥିବା ମାଇକେଲ ବ୍ରେସୱେଲ ମ୍ୟାଚକୁ ଶେଷ ଓଭର ପର୍ଯନ୍ତ ନେଇଥିଲେ ବି ଶାର୍ଧୁଲ ଠାକୁର ତାଙ୍କୁ ଆଉଟ କରି ଭାରତର ବିଜୟ ମୁଣ୍ଡି ମାରିଥିଲେ l ପ୍ରଥମ ଦ୍ବିଶତକ ପାଇଁ ଶୁଭମନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା l ଉଭୟ ଦଳ ମଧ୍ୟରେ ଦ୍ଵିତୀୟ ଦିନିକିଆ ଶନିବାର ରାଏପୁରରେ ଖେଳାଯିବ l

ଟିସ ଜିତି ରୋହିତ ଶର୍ମା ପ୍ରଥମେ bating ନିଷ୍ପତି ନେଇଥିଲେ ବି କେବଳ ଶୁବମନ ଏକାକୀ ଶେଷ ଯାଏ ନ୍ୟୁଜଲାଣ୍ଡ ବୋଲରଙ୍କୁ ସାମ୍ନା କରିଥିଲେ l

Leave a comment

Design a site like this with WordPress.com
Get started