
ବେଙ୍ଗାଳୁରୁ ଚଳିତ ଆଇପିଏଲରେ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି. ରବିବାରର ଦ୍ଵିତୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ଵାଧିନ ଏହି ଦଳ 8 wicket ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( ଆରସିବି ) ଠୁ ପରାସ୍ତ ହୋଇଛି. 172 ରନରେ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଆରସିବି 22 ବଲ ପୂର୍ବରୁ 2 wicket ହରାଇ ମ୍ୟାଚ ଜିତି ନେଇଥିଲା. ବିରାଟ କୋହଲି (82*ରନ,49 ବଲ,6 ଚୌକା,5ଛକା ) ଓ glen myakxwel 12*(3 ବଲ,2ଛକା ) ଅପରାଜିତ ରହି ସହଜ ବିଜୟ ଭେଟି ଦେଇଥିଲେ. ବାଙ୍ଗାଲୋର ଦଳ ଅଧିନାୟକ ଫାଫ ଡୁପ୍ଲେ’ସିସ ( 73 ରନ,43 ବଲ,5 ଚୌକା, 6 ଛକା ) ଓ ଦିନେଶ କାର୍ତ୍ତିକ (0) ଙ୍କୁ କେବଳ ହରାଇଥିଲେ. ପ୍ରଥମ wicket ରେ କୋହଲି ଓ ଡୁପ୍ଲେ’ସିସ 148ରନର ଭାଗିଦାରୀ ବିଜୟର ପ୍ରମୁଖ ଭୁମିକା ତୁଲାଇଥିଲେ. ଅର୍ସାଦ ଖାନଙ୍କୁ 17ତମ ଓଭରର ଦ୍ଵିତୀୟ ବଲରେ ଛକା ମାରି ବିଜୟର ମୁଣ୍ଡି ମାରିଥିଲେ କୋହଲି.
ପୂର୍ବରୁ ଆରସିବି ଟସ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା. ପ୍ରଥମେ ବ୍ୟାଟିଂ ପାଇଥିବା 8 wicket ହରାଇ 271 ରନ କରିଥିଲା. ପାୱାର ପ୍ଲେ ମଧ୍ୟ୍ୟରେ 29 ରନରେ ପ୍ରମୁଖ 3 ବ୍ୟାଟର ଇଷାନ କିଷାନ (10), କାମେରୁନ ଗ୍ରୀନ (5) ଓ ରୋହିତ ଶର୍ମା (1) ଙ୍କ wicket ହରାଇ ଶଙ୍କଟରେ ପଡିଥିଲା l 8.5 ଓଭରରେ ଦଳୀୟ ସ୍କୋର 48 ଥିଲା ବେଳେ ସୂର୍ଯ୍ୟକୁମାର ଯାଦବ (15) ପାଭିଲିୟନ ଫେରିଥିଲେ. ତେବେ ଏହାପରେ ନେହାଲ ୱାଧେରା (21,13 ବଲ,1ଚୌକା,2 ଛକା ) ଙ୍କ ସହ ତିଲକ ବର୍ମା ପାଞ୍ଚମ wicket ରେ 50 ରନ ଭାଗୀଦାରି ଗଢି ପାଳି ସମ୍ବାଳିଥିଲେ. ଅଷ୍ଟମ ବିସକେତ୍ର ରେ ଅର୍ଶାଦ ଖାନ (15*,9ବଲ,1 ଛକା ) ଙ୍କ ସହ ତିଲକ (84*46ବଲ 1ଚୌକା, 4 ଛକା ) ଅଭିବାଜିତ 48 ରନ ଯୋଡି ଦଳୀୟ ସ୍କୋର ଦେଢଶହ ପାର କରିଥିଲେ. ଶେଷରେ ତିଲକଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବେକାର ଯାଇଥିଲା l
Mumbai Indians, the two-time winners in the current IPL, started their campaign with a defeat against Bengal. In the second match on Sunday, the team led by Rohit Sharma was defeated by Royal Challengers Bangalore (RCB) by 8 wickets. Chasing the target of 172 runs, RCB won the match by losing 2 wickets before 22 balls. Virat Kohli (82* runs, 49 balls, 6
4 balls, 5 balls) and Glen Myakxwel 12 * (3 balls, 2 balls) remained unbeaten and gave an easy win. Bangalore team captain Faf du Plessis (73 runs, 43 balls, 5 fours, 6 sixes) and Dinesh Karthik (0) lost only. Kohli and Du Plessis on the first wicket
(73 runs, 43 balls, 5 boundaries, 6 boundaries) and only lost to Dinesh Karthik (0). Kohli and Du Plessis’ partnership of 148 runs for the first wicket played a major role in the victory. Arsad Khan was bowled by Kohli in the second ball of the 17th over.

Earlier, RCB won the toss and invited Mumbai to bat. Batting first, they lost 8 wickets and made 271 runs. The Powerplay was at a standstill for 29 runs with the wickets of top 3 batsmen Ishan Kishan (10), Cameron Green (5) and Rohit Sharma (1) falling to a standstill.
Suryakumar Jacob (15) returned to the pavilion as the team scored 48 in 8.5 overs. Then Tilak Burma made a 50-run partnership for the fifth wicket with Nehal Wadhera (21, 13 balls, 1 boundary, 2 boundaries). In the eighth match, Arshad Khan (15, 9 balls, 1 boundary) and Tilak (8446 balls, 1 boundary, 4 boundaries) added 48 runs and crossed the half hundred. In the end Tilak’s unbeaten explosive half came undone
Leave a comment