Hello, I’m Veronica
The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.
-
#West Indies beat India by 6 wickets in 2nd ODI to keep series alive.


Celebration moment’s for WI Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

Summary Scoreboard:-
India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)#West Indies beat India by 6 wickets in 2nd ODI to keep series alive.
-
#India vs West Indies 2nd ODI today

Place :- Barbados
Time: 07:00 p.m.
Broadcast:- DD Sports
#India vs West Indies 2nd ODI today
-
India vs New Zealand 1st ODI today ଭାରତ – ନ୍ୟୁଜୀଲାଣ୍ଡ ପ୍ରଥମ ଦିନିକିଆ ଆଜି

ହାଇଦ୍ରାବାଦ ଶ୍ରୀଲଙ୍କାକୁ 3-0 ରେ ମୂଳପୋଛ କରିବାର ମାତ୍ର 3 ଦିନ ପରେ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଆଉ ଏକ ଦିନିକିଆ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଗଲାଣି l ଏଥର ପ୍ରତିଦ୍ୱନ୍ଦୀ ରହିଛି ନ୍ୟୁଜଲାଣ୍ଡ l ଏହି ଦୁଇ ଦଳ ମଧ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୀମିତ ଓଭର (ଦିନିକିଆ ଓ ଟ୍ୱେଣ୍ଟି -20) ଶୃଙ୍ଖଳା l ପ୍ରଥମ ଦିନିକିଆ ଶୃଙ୍ଖଳା ହାଇଦ୍ରାବାଦରୁ ହିଁ ଆରମ୍ଭ ହେବ l ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଖେଳାଯିବ l ଏହି ମ୍ୟାଚ ପୂର୍ବରୁ ଭାରତ 3-0 ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ବେଳେ ପାକିସ୍ତାନକୁ ତା ଘରୋଇ ମାଟିରେ ନ୍ୟୁଜଲାଣ୍ଡ 2-1 ରେ ପରାସ୍ତ କରି ଏଠାକୁ ଆସିଛି l ତେଣୁ ନ୍ୟୁଜଲାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ବି ଭାରତକୁ କଡା ପରିକ୍ଷାର ସମ୍ମୁଖୀନ ହେବାକୁ ପଡିବ
Just 3 days after Hyderabad thrashed Sri Lanka 3-0, Rohit Sharma’s Indian team is all set for another one-day series, this time against New Zealand. The first day of the three-match series will be played at the Rajiv Gandhi International Stadium in Hyderabad. Prior to this match, India defeated Sri Lanka 3-0, while New Zealand defeated Pakistan 2-1 on their home soil. India will face a tough test.
3-0 ଜିତିଲେ ଭାରତ ଏକ ନମ୍ବର ହେବ
ନ୍ୟୁଜଲାଣ୍ଡ ବିପକ୍ଷ ଶୃଙ୍ଖଳାକୁ 3-0 ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାର ଏକ ନମ୍ବର ହୋଇଯିବ l ଆଉ ଯଦି ଭାରତ ଟ୍ୱେଣ୍ଟି -20 ଶୃଙ୍ଖଳାକୁ ଯିତିନିଏ ଏବଂ ଅଷ୍ଟ୍ରେଲିଆକୁ ଟେଷ୍ଟ ଶୃଙ୍ଖଳାରେ 2-0 କିମ୍ବା 3-1 ରେ ପରାସ୍ତ କରେ ତାହାଲେ ସବୁ ଫର୍ମାଟରେ ଏକ ନମ୍ବର ମାନ୍ୟତା ହାସଲ କରିବ l ବିରାଟ କୋହିଲି ଏବଂ ଶିଖର ଧାୱନ ଭାରତୀୟ ବ୍ୟାଟର ଭାବେ ଦିନିକିଆ ଆନ୍ତର୍ଜାତୀକ ଦ୍ରୁତତମ 1000ରନ କରିଛନ୍ତି ଉଭୟେ ସମାନ 24 ଲେଖାଏ ପାଳିରୁ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି l ଏବେ ଶୁବମନ ଗିଲଙ୍କ ପାଇଁ ଉଭୟ କହୋଲି ଓ ଧାୱାନଙ୍କ କିର୍ତ୍ତୀମାନଙ୍କୁ ଟପିବାର ସୁଯୋଗ ରହିଛି l ଗିଲ ଏବେ ସୁଦ୍ଧା 18 ପାଳିରୁ 894 ରନ କରିସାରିଛିନ୍ତି l ନ୍ୟୁଜଲାଣ୍ଡ ଶୃଙ୍ଖଳାରେ ଆଉ 106ରନ କରିପାରିଲେ ସେ ଦ୍ରୁତତମ 1000ରନ କରିବାରେ ପ୍ରଥମ ଭାରତୀୟ ହୋଇଯିବେ l
A 3-0 series win against New Zealand will see India become number one in the ICC ODI rankings and if India sweep the Twenty20 series and beat Australia 2-0 or 3-1 in the Test series, they will claim the number one ranking in all formats.Virat Kohli and Shikhar Dhawan becomes the fastest 1000 runs in one-day internationals by an Indian batsman Both reached the milestone in the same 24 innings l Shubman Gill now has a chance to surpass both Kohli’s and Dhawan’s feats l Gill has so far scored 894 runs in 18 innings l He has 106 more runs in the New Zealand series to reach the fastest 1000 runs Become the first Indian l
ଘରୋଇ ମାଟିରେ ଭାରତର ରେକର୍ଡ ଭଲ
ଟେଷ୍ଟ ଭଳି ଦିନିକିଆ ଶୃଙ୍ଖଳାରେ ବି ଘରୋଇ ମାଟିରେ ଭାରତର ରେକର୍ଡ ଯଥେଷ୍ଟ ଭଲ l 2010 ଋତୁ ଆରମ୍ଭରୁ ଭାରତ ଘରୋଇ ମାଟିରେ 25 ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିସାରିଥିଲା ବେଳେ ସେଥିରୁ 22 ଜିତି ଆଧିପତ୍ୟ ଜାହିର କରିଛି l ଏହି ରେକର୍ଡକୁ 2023 ରେ ବଢ଼ାଇବାର ଲକ୍ଷ୍ୟ ମଧ୍ୟ ରଖିଛି l ବିଶେଷକରି ଚଳିତ ବର୍ଷ ଦିନିକିଆ ବିଶ୍ୱକପକୁ ଭରତ ଆୟୋଜନ କରୁଥିବାରୁ ନ୍ୟୁଜଲାଣ୍ଡ ଶୃଙ୍ଖଳା ମଧ୍ୟ ଗୁରୁତ୍ୱ ରଖିଛି l ଶ୍ରୀଲଙ୍କାକୁ କେବଳ 3-0 ରେ ପରାସ୍ତ କରିନଥିଲା, ଏବଂ ସର୍ବବୃହତ ବ୍ୟବଧାନରେ ମ୍ୟାଚ ଜିତି ବିଶ୍ୱ କୀର୍ତ୍ତି ମାନ ମଧ୍ୟ ରଚିଛି l ହେଲେ ନ୍ୟୁଜିଲାଣ୍ଡ ଭଳି ଦକ୍ଷ ଦଳ ବିପକ୍ଷରେ ଭାରତକୁ କଡା ଆହ୍ୱାନର ସାମ୍ନା କରିବାକୁ ପଡିବ l
Even in one-day series like Tests, India’s record on home soil is quite good. Since the start of the 2010 season, India has played 25 bilateral series on home soil, winning 22 of them. Not only did they beat Sri Lanka 3-0, but they also held the world record for the biggest match win margin. India will face a tough challenge against a talented team like New Zealand.
-
Ishan Kishan to play in middle order in place of unavailable KL Rahul for New Zealand series

Isan Kishan to play in middle – order in place of unavoidable KL Rahul for New Zealand Series Hyderabad, jan 17 Having stirred a debate after being Left out of the squad despite a world record double hundred, Ishan Kishan is expected to be in the playing eleven in the upcoming ODI series against a tough New Zealand KL Rahul’s unavailability due to personal reason opens up a asked to open during the three -match series here on Wednesday
Kishan had to sit out of the sri lanka series despite scoring the fastest double hundred in the history of ODIs, again Bangladesh in the preceding series. Shubman Gill, who was rewarded for his consistency and picked ahead of kishan to open alongside skipper Rohit sharma, made the most of the opportunities with scores of 70,21 and 116 in the Sri Lanka Series.
-
Virat Kohli Smashes 46th ODI Hundred, Becomes Fifth Highest Run-scorer In One Day Internationals ବିରାଟ କୋହଲି 46 ତମ ODI ଶତକ ହାସଲ କରିଛନ୍ତି, ଗୋଟିଏ ଦିନିକିଆ ଅନ୍ତର୍ଜାତୀୟରେ ପଞ୍ଚମ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି |

Thiruvananthapuram, January 15: Star India batter Virat Kohli on Sunday (January 15) became the fifth highest run-scorer in One Day Internationals following his 46th hundred in the format.
Kohli achieved the feats during the third and final ODI of the three-match series between India and Sri Lanka at the Greenfield International Stadium in Thiruvananthapuram.
First up, the 34-year-old surpassed former Sri Lanka captain Mahela Jayawardene to become the fifth highest run-getter in ODIs. Kohli has now scored 12,754 runs in the format in 259 innings. Jayawardene had scored 12,650 runs in 418 innings.Advertisement
Kohli also has the highest batting average in the 50-over format. He has scored at an impressive average of 58.23. Only former India captain Mahendra Singh Dhoni has an average of 50 plus in ODIs for players with more than 10000 runs.
Top 10 Most ODI Runs
Top 10 Most ODI Runs
Later in the innings, Kohli got closer to Sachin Tendulkar’s record for most hundreds in ODIs with his 46th century. The Indian icon Tendulkar has 49 hundreds to his name in the format.
Kohli got to the landmark very quick as he took just 259 innings to score 46 hundreds, while Tendulkar, who holds the record for most hundreds in international cricket, took 431 innings to get to his 4m6th ODI hundred.
Kohli is on a record-breaking spree since the end of last year as he has scored three hundreds in his last four ODI appearances. He broke his long drought with a century in the Asia Cup against Afghanistan last year.
Few months later, he scored his first ODI century in a long time in Bangladesh and has continued the run with two hundreds in the three matches against Sri Lanka at home.
With an unbeaten knock of 166 from 110 balls, Kohli also scored 150 plus in ODIs for the fifth time. He is now level with Tendulkar and Chris Gayle for the feat and only behind David Warner (6) and Rohit Sharma (8) for most 150 plus scores in ODIs.
Virat Kohli Most ODI Hundreds vs Sri Lanka
Kohli also achieved an unique feat for most ODI hundreds against a single opposition. He has 10 Hundreds vs Sri Lanka in ODIs with his latest knock. Here is a breakdown of his 46 ODI hundreds versus teams:VersusInnings100sSri Lanka4910West Indies419Australia418New Zealand265Bangladesh154South Africa284England353Pakistan132Zimbabwe61
As an incredible stat, Kohli also holds the record for most centuries in wins in the ODI format. He has scored 37 hundreds in wins followed by Tendulkar, who has 33 tons and former Australia captain Ricky Ponting, who has scored 25 hundreds in winning cause.
India – Players
-
The successful return of Spain(ସ୍ପେନର ସଫଳ ପ୍ରତ୍ୟାବର୍ତ୍ତନ)

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଗ୍ରୁପ -ଡି’ର ତୃତୀୟ ମ୍ୟାଚ ସ୍ପେନ ଓ ୱେଲସ ମଧ୍ୟରେ ଖେଳାଯାଇଥିଲା l ପ୍ରଥମ ମ୍ୟାଚରେ ଭାରତଠାରୁ ପରାସ୍ତ ହୋଇଥିବା ସ୍ପେନ ଏହି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା l ରେନେ ମାର୍କ (16ଓ 38)ଓ ମାକ୍ର ମୀରାଲସ (32ଓ 56 ମିନିଟ ) ଙ୍କ ଦୁଇଟି ଲେଖାଏ ସାଙ୍ଗକୁ ଅଧିନାୟକ ଆଲଭେରୋ
-
India’s world record ଭାରତର ବିଶ୍ୱ ରେକର୍ଡ

Kohli broke Tendulkar’s record ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହିଲି ବିରାଟ କୋହିଲି (166) ଓ ଶୁବମନ ଗିଲ (116)ଙ୍କ ଶତକୀୟ ପାଳି ଏବଂ ପାୱାର ପ୍ଲେ ଭିତରେ ମହମ୍ମଦ ସିରାଜଙ୍କ ବୋଲିଂ ବିସ୍ଫୋରଣ (4 wiket )ବଳରେ ଭାରତ ରବିବାର ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ 3-0 ରେ ମୂଳପୋଛ କରି ଜିତିଛି l ଭାରତର 390 ରନ ଜବାବରେ ଶ୍ରୀଲଙ୍କା ମାତ୍ର 73 ରନରେ ସୀମିତ ରହିବାରୁ ରୋହିତ ଶର୍ମାଙ୍କ ଦଳ ମଧ୍ୟ 317 ରନର ସର୍ବବୃହତ ଦିନିକିଆ ବିଜୟର କୀର୍ତ୍ତିମାନ ପ୍ରତିଷ୍ଠା କରିଛି l ପୂର୍ବରୁ 300ରୁ ଅଧିକ ରନ ବ୍ୟବଧାନରେ କୌଣସି ଦଳ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଜିତିନଥିଲେ l ରବିବାର ପର୍ଯନ୍ତ ଏହି ରେକର୍ଡ ନ୍ୟୁଜଲାଣ୍ଡ ( 290) ରନ ବନାମ ଆୟର୍ଲାଣ୍ଡ, ଆବରଦିନ,2008 ନାମରେ ଥିଲା l
ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବାବେଳେ ବିରାଟ କୋହିଲି ଏହି ଫର୍ମାଟରେ ଗତ 4 ପାଳିରୁ 3ଶତକ ହାସଲ କରି ଜବରଦସ୍ତ ଫର୍ମରେ ଥିବାର ପ୍ରମାଣିତ କରିଛନ୍ତି l 3 ମ୍ୟାଚ ଶୃଙ୍ଖଳାରେ କୋହିଲିଙ୍କର ଏହା ଦ୍ୱିତୀୟ ଏବଂ କ୍ୟାରିୟରର 46 ତମ ଦିନିକିଆ ଶତକ l ଏହି ଅବସରରେ ସେ ଏକାଧିକ କୀର୍ତ୍ତିମାନଙ୍କୁ ପଛରେ ପକାଇଛନ୍ତି l ଶୁବମନ ଗିଲ ଏକ ଆକର୍ଷଣିୟ ପାଳି ଖେଳି ତାଙ୍କ ଦ୍ୱିତୀୟ ଶତକ ହାସଲ କରିଛନ୍ତି l ରବିବାର ରୋହିତ ଶର୍ମା (42)ଓ ଶୁଭମ ଗିଲ (95)ରନ ଭାଗିଦାରି କରିଥିଲେ l ଏହି ସମୟରେ ଏବଂ ଗିଲ ଦ୍ୱିତୀୟ wiket ପାଇଁ 131ରନ ଯୋଡ଼ି ବଡ଼ ସ୍କୋର ପାଇଁ ବାଟ ଫିଟାଇଥିଲେ l

ରଜିତାଙ୍କ ତଳୁଆ ବଲରେ ଗିଲ ବୋଲଡ଼ ହୋଇଯିବା ପରେ ଶ୍ରେୟସ ଆୟର (38)ରନ ଙ୍କୁ କୋହିଲି ସାଥି କରି ଆଉ ଏକ ଶତକୀୟ ଭାଗୀଦାରୀ ଗଢିଥିଲେ l ମାତ୍ର 11.5 ଓଭରରେ ଏହି ଯୋଡି 108 ରନ ସଂଯୋଗ କରିଥିଲେ l କୋହିଲି କିନ୍ତୁ ଏକା ଭାରତ ପାଳିକୁ 400ରନ ପାଖାପାଖି ନେଇଯାଇଥିଲେ l ବିରାଟ କୋହିଲି 48 ରନ ବଲରୁ ପ୍ରଥମ 50 ରନ ପୂର୍ଣ୍ଣ କରିଥିବା ବେଳେ ଦ୍ୱିତୀୟ ରନ ପାଇଁ 37 ବଲ ଏବଂ ତୃତୀୟ 50 ରନ ପାଇଁ ମାତ୍ର 21 ବଲ ଖେଳିଥିଲେ l ଏହି ଭଳି ଭାବେ କୋହଲି 110 ବାଲରୁ 166 ରନ କରିଥିଲେ l ଏହା ମଧ୍ୟରେ 13 ଚୌକା ଓ 8ଛକା ସାମିଲ ଥିଲା l ଜବାବରେ ଶ୍ରୀଲଙ୍କା ପାଳି ମାତ୍ର 22 ଓଭରରେ ଶେଷ ହୋଇଯାଇଥିଲେ ମଧ୍ୟ ସିରାଜଙ୍କୁ 5 wicket ସଫଳତା ପାଇଁ ସମ୍ପୂର୍ଣ୍ଣ 10 ଓଭର bloli ସୁଯୋଗ ମିଳିଥିଲା l

ସେ କିନ୍ତୁ 10-1-32-4 ରେ ସୀମିତ ରହିଥିଲେ l ମହମ୍ମଦ ସାମି ଏବଂ କୁଲଦୀପ ଯାଦବ 2-2wicket ନେଇ ଶ୍ରୀଲଙ୍କାକୁ ପାଳିର ଅଧା ଖେଳିବାକୁ ଦେଇନଥିଲେ l ଅର୍ଦ୍ଧଶତକ ପୂର୍ବରୁ କହିଲିଙ୍କୁ ରନ ଆଉଟ ନକରି ଶ୍ରୀଲଙ୍କା ଖେଳାଳି ଖେଳୁଆଡ଼ ମନୋଭାବର ନିଦର୍ଶନ ଦେଖାଇବା ରବିବାର ମ୍ୟାଚର ଅନ୍ୟତମ ଆକର୍ଷଣ ଥିଲା l ରବିବାର କୋହିଲି ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ସହିତ ମ୍ୟାଚର ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ l ଏହି ଶୃଙ୍ଖଳାରୁ କୋହିଲି ମୋଟ 283ରନ (113,4,166*) ସଂଗ୍ରହ କରିଥିଲେ l
Centuries from Virat Kohli (166) and Shubman Gill (116) and Mohammad Siraj’s bowling explosion (4 wickets) in the powerplay helped India sweep the one-day series 3-0 against Sri Lanka on Sunday. Sri Lanka were limited to just 73 runs in India’s 390-run reply. Rohit Sharma’s side also set the record for the highest one-day win by 317 runs since then. No team had previously won a one-day international by more than 300 runs. Until Sunday, the record was held by New Zealand (290) vs Ireland, Aberdeen, 2008.
Virat Kohli has proved to be in tremendous form with 3 centuries from his last 4 innings in India this year, his second ODI century in a 3-match series and 46th of his career. He scored his second century on Sunday when Rohit Sharma (42) and Shubham Gill (95) shared a partnership of 131 for the second wicket.
Shreyas Iyer (38) was joined by Kohli after Gill was bowled by Rajita’s low ball to form another 108-run partnership. The pair put on 108 runs in just 11.5 overs. At the completion, he played only 21 balls for the second run and 50 runs for the third. In this way, Kohli scored 166 runs from 110 balls. This included 13 fours and 8 sixes. A total of 10 over bloli opportunities were found for l
But he was restricted to 10-1-32-4. Mohammad Sammy and Kuldeep Jacob took 2-2 wickets to prevent Sri Lanka from playing their half of the innings. Awarded Man of the Match and Series along with the best innings.In the series, Kohli amassed a total of 283 runs (113,4,166*).

About Me
The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.
Follow Me On
Subscribe To My Newsletter
Subscribe for new travel stories and exclusive content.

