Category: budget 2023-24
-
ବଜେଟ 2023-24( ବଦଳିଲା ଆୟକର ଢାଞ୍ଚା l 7 ଲକ୍ଷ ଆୟ ଯାଏ ଟିକସ ରିହାତି )
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ 2023-24 ଆର୍ଥିକ ବର୍ଷ ଲାଗି 45 ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ ଆଗତ କରିଛନ୍ତି l ସାରା ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଅଭିବୃଦ୍ଧି ଜାରି ରଖିବା ଲାଗି ଉଦ୍ୟମ କରିଛନ୍ତି l ଆର୍ଥିକ ସ୍ତିତିକୁ ମଜବୁତ ରଖିବା ସହିତ ଜନସାଧାରଣଙ୍କ ଆଶା ପୂରଣ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି l ବ୍ୟକ୍ତିଗତ ଆୟକର ରିହାତି ସୀମାରେ କିଛି…