Category: Former Health and Family Welfare Minister of the Government of Odisha
-
ନବ ଦାସଙ୍କ ଜୀବନୀ
7ଜାନୁଆରୀ 1962ରେ ସମ୍ବଲପୁର ସହରର ମୁଦିପଡାରେ ନବକିଶୋର ଦାସଙ୍କ ଜନ୍ମ l ସେ ମୁଦିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ସମ୍ବଲପୁର ଜିଲ୍ଲା ସ୍କୁଲରୁ ହାଇ ସ୍କୁଲ ଶିକ୍ଷା ଗ୍ରହଣ କରିଥିବାବେଳେ 1978 ମସିହାରେ ଭୋଜପୁର ଆଶ୍ରମ ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ l ଗଙ୍ଗାଧର ମହାବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅଧିକ ଶିକ୍ଷା ଲାଭ କରିଥିଲେ l ନବ ବାବୁ 1989ରେ ଇଂରାଜିରେ ଏମଏ ଓ 1994ରେ…