Category: Hockey news
-
ଧନ୍ୟବାଦ ଭୁବନେଶ୍ୱର…ଧନ୍ୟବାଦ ରାଉଲକେଲା… ଧନ୍ୟବାଦ ଓଡିଶା… ଏମିତି 6ଟି word ଟ୍ୱିଟ କରି ଅନ୍ତର୍ଜାତୀୟ ହକି ସଂଘ ( ଏଫଆଇଏଚ ) ଓଡିଶାକୁ କୃତଜ୍ଞତା ଜଣାଇଛି l ସବୁଠାରୁ ଉଲ୍ଲେଖନିୟ କଥା ହେଉଛି ଓଡିଆ ଭାଷାରେ ଏହି ଟ୍ୱିଟ କରିଛି ଏଫଆଇଏଚ l ଲଗାତାର ଦ୍ଵିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ଓଡିଶା ବିଶ୍ୱବ୍ୟାପି ପ୍ରଶଂସା ସାଉଁଟିଥିବା ବେଳେ ଏହି ଖେଳର ବିଶ୍ୱ ପରିଚାଳନା ଏଫଆଇଏଚ ମଧ୍ୟ ଓଡିଶା ସରକାର ଏବଂ ଏହାର…
-
ଫଇନାଲରେ ବେଲଜିୟମ – ଜର୍ମାନୀ
ଭୁବନେଶ୍ୱର ଓଡିଶା ହକି ବିଶ୍ୱକପର ଫାଇନାଲରେ ମୁଁହାମୁଁହି ହେବେ ବେଲଜିୟମ ଓ ଜର୍ମାନୀ l ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ସେମିଫଇନାଲ ମଧ୍ୟରୁ ପ୍ରଥମ ମ୍ୟାଚରେ ଜର୍ମାନୀ 4-3 ଗୋଲରେ ଅଷ୍ଟ୍ରେଲିଆକୁ ଏବଂ ଦ୍ୱିତୀୟ ମ୍ୟାଚରେ ଗତ ସଂସ୍କରଣର ବିଜେତା ବେଲଜିୟମ 3-2 (2-2) ଗୋଲରେ ଉପବିଜେତା ନେଦରଲାଣ୍ଡସ କୁ ହରାଇ ଫାଇନାଲରେ ପ୍ରବେଶ କରିଛି l ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଆସନ୍ତା ରବିବାର ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ବନ୍ଦୀତା କରିବେ l…
-
No. 1 and No. 2 teams in the world in the semis ( ସେମିରେ ବିଶ୍ୱର 1 ଓ 2 ନମ୍ବର ଟିମ )
ଭୁବନେଶ୍ୱର ବିଶ୍ୱ ମାନ୍ୟତାର 1ଓ 2 ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ୱକପରେ ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି l ମଙ୍ଗଳବାରର ପ୍ରଥମ କ୍ଵାଟରଫାଇନାଲରେ 3 ଥର ବିଜେତା ଅଷ୍ଟ୍ରେଲିଆ 4-3 ଗୋଲରେ ସ୍ପେନକୁ ଏବଂ ଦ୍ୱିତୀୟରେ ବିଜେତା ବେଲଜିୟମ 2-0 ଗୋଲରେ ନ୍ୟୁଜଲାଣ୍ଡକୁ ପରାସ୍ତ କରିଥିଲା l ଅଷ୍ଟ୍ରେଲିଆ 1986,2010 ଓ 2014 ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ…