Category: latest news on adani power in odia news
-
latest news on adani power in odia news
ଗୌତମ ଆଦାନୀ ଗୁଜରାଟର ଏହି ବ୍ୟବସାୟୀ କେବଳ ଭାରତ ନୁହେଁ ବିଶ୍ୱବ୍ୟାପି ଏକ ପରିଚିତ ନାମ l ଅଳ୍ପ ଦିନ ଭିତରେ ନିଜ ସମ୍ପତ୍ତିକୁ ଅସମ୍ଭବ ବେଗରେ ବଢ଼ାଇ ସେ ଇର୍ଷାଣୀୟ ସଫଳତା ପାଇଥିଲେ l କିଛି ମାସ ପୂର୍ବେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟସ, ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ଭଳି ଧନୀଙ୍କୁ ପଛରେ ପକାଇ ସେ ବିଶ୍ୱର ତୃତୀୟ ବଡ଼ ଧନୀ ଭାବେ ଉଭା ହୋଇ ସାରା ବିଶ୍ୱକୁ ଚକିତ କରିଦେଇଥିଲେ l ତାଙ୍କ…