Category: Uncategorized
-
ସଫଳ କ୍ରୀଡାବିତଙ୍କୁ 1.8 କୋଟି
ଭୁବନେଶ୍ୱର ଓଡିଶା ପାଇଁ ନିକଟରେ ଗର୍ବ ଓ ଗୌରବ ଆଣିଥିବା ଖେଳାଳିମାନଙ୍କୁ ରାଜ୍ୟ ସରକାର 1 କୋଟି 85 ଲକ୍ଷ 22 ହଜାର 50 ଟଙ୍କା ପ୍ରଦାନ କରି ସମ୍ବଦ୍ଧିତ କରିଛନ୍ତି l ମଧ୍ୟପ୍ରଦେଶରେ ଚଳିତ ମାସରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ଓଡିଶା 11 ସ୍ୱର୍ଣ୍ଣ,8 ରୌପ୍ୟ ଓ 11 କାଂସ୍ୟ ସହ ମୋଟ 30 ପଦକ ଜିତିଥିଲା l ସରକରଙ୍କ ପକ୍ଷରୁ ସ୍ୱର୍ଣ୍ଣ ବିଜେତାଙ୍କୁ 1 ଲକ୍ଷ, ରୌପ୍ୟ ବିଜେତାଙ୍କୁ 75,000 ଟଙ୍କା…
-
Women’s T20 World Cup 2023: Harmanpreet Kaur becomes 3rd Indian after Virat Kohli, Rohit Sharma to 3000 T20I runs
ଭାରତୀୟ ମହିଳା କ୍ରିକେଟ ଦଳ ଅଧିନାୟିକା ହର୍ମନପ୍ରିତ କୌର ସୋମବାର 150 ତମ ଆନ୍ତର୍ଜାତୀୟ ଟ୍ୱେନ୍ତି -20 ମ୍ୟାଚ ଖେଳିବା ମାଇଲଖୁଣ୍ଟ ଛୁଇଁଛନ୍ତି l ଏପରି କରିବାରେ ସେ ବିଶ୍ୱରେ ପ୍ରଥମ ଖେଳାଳି ହୋଇପାରିଛନ୍ତି l ତାଙ୍କ ପଛକୁ ଭାରତୀୟ ପୁରୁଷ କ୍ରିକେଟ ର ରୋହିତ ଶର୍ମା ଦ୍ଵିତୀୟ ସର୍ବାଧିକ 148 ମ୍ୟାଚ ଖେଳିଛନ୍ତି l ମହିଳାମାନଙ୍କ କ୍ଷେତ୍ରରେ ହର୍ମନପ୍ରିତଙ୍କ ପଛକୁ ନ୍ୟୁଜଲାଣ୍ଡର ସୁଜି ବେଟ୍ଟ୍ସ 143 ମ୍ୟାଚ ସହ ଦ୍ଵିତୀୟ ଓ ଇଂଲଣ୍ଡର ଡାନିଏଲ…
-
smriti Mandhana plays of the Match Highlights IND vs IRE women’s T20 wc 2023 (odia )
ଗ୍ରୁପ -2 ରୁ ଇଂଲଣ୍ଡ ପରେ ଭାରତ ଦ୍ଵିତୀୟ ଦଳ ଭାବେ ଚଳିତ ମହିଳା ଟ୍ୱେଣ୍ଟି -20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି l ସୋମବାର ଭାରତ ଖେଳିଥିବା ଶେଷ ମ୍ୟାଚରେ ଆୟର୍ଲାଣ୍ଡକୁ 5 ରନ (ଡିଏଲଏସ )ରେ ହରାଇବା ପରେ ଲଗାତାର ତୃତୀୟ ଥର ପାଇଁ ଏହି ପର୍ଯ୍ୟାୟାକୁ ଉର୍ନ୍ନତ ହୋଇଛି l ଏଥିପୂର୍ବରୁ 2018 ଓ 2020ରେ ଭାରତ ସେମିଫାଇନାଲକୁ ଯାଇଥିଲା ବେଳେ ଗତ ସଂସ୍କରଣରେ ଉପବିଜେତା ହୋଇଥିଲା l ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ…
-
ICC Women’s T20 World Cup
ଚଳିତ ଆଇସିସି ମହିଳା ଟ୍ୱଣ୍ଟି -20 ବିଶ୍ୱକପରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ନିକଟରୁ ଭାରତ 11 ରାନରେ ହାରିଯାଇଛି l ଫଳରେ ସେମିଫାଇନାଲ ପ୍ରବେଶ ସୁଯୋଗ ବିଳମ୍ବିତ ହୋଇଛି l ରେଣୁକା ସିଂହ ଠାକୁରଙ୍କ 5 wicket ସଫଳତା ସତ୍ୱେ ଇଂଲଣ୍ଡ 7 wicket ହରାଇ 151 ରନର ଆହ୍ୱାନଭରା ସ୍କୋର କରିଥିଲା l ଭାରତ ପାଇଁ ସ୍ମୃତି ମନ୍ଦନା ଓ ରୀଚା ଘୋଷ ଲଢ଼ିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ l ଟିସ ଜିତି ପ୍ରଥମେ…
-
ravichandran ashwin and ravindra jadeja
https://sportsmn.news.blog/2023/02/20/ravichandran-ashwin-and-ravindra-jadeja/
-
ravichandran ashwin and ravindra jadeja
ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିବସରେ ଦୁଇ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ୱିନୀ ଅସାଧାରଣ ମାଇଲାଖୁଣ୍ଟ କ୍ଳବରେ ସାମିଲ ହୋଇଛନ୍ତି l ଏଥି ସହିତ ଦୁହେଁ ମଧ୍ୟ ଟେଷ୍ଟ କ୍ରିକେଟରେ କ୍ଵାଚିତ ସଫଳତା ହାତେଇଥିବା ଖେଳାଳିଙ୍କ ସହ ଯୋଡ଼ି ହୋଇଯାଇଛନ୍ତି l ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଶତକ ଦିଗରେ ଅଗ୍ରସର ହେଉଥିବା ଓପନର ଉସମାନ ଖୱାଜାଙ୍କୁ ଆଉଟ କରି ଜାଦେଜା ତାଙ୍କ ଟେଷ୍ଟ କ୍ୟାରିୟରର 250…
-
Eoin Morgan
Name – Eoin Morgan Born – September 10,1986 Dublin Age – 36 years Team – England,Ireland,England lion Nickname – Morgan Batstyle – left handed bat Bowlestyle – Right -arm medium High – 1.75m(5ft9in) Role – Middle -orderbats man National Information National side -Ireland(2006-2009Test debut -27 may 2010 England vs BangaladeshLast Test – 3 February 2012,England…
-
RCB bought for Rs 3.4 crore ( 3.4 କୋଟି ଟଙ୍କାରେ କିଣିଲା ଆରସିବି )
ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣର ଖେଳାଳି ନିଲାମରେ ଭଲ ପ୍ରତିଦ୍ବନ୍ଦୀତା ଦେଖିବାକୁ ମିଳିଛି l ଏମାନଙ୍କ ଭିତରୁ ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳୀ ଭାବେ ବିକ୍ରି ହୋଇଛନ୍ତି l ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) 3 କୋଟି 40 ଲକ୍ଷ ଟଙ୍କାରେ କିଣିଛି l ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ RCB ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢେଇ ହୋଇଥିଲା l ଶେଷରେ RCB ମନ୍ଧାନାଙ୍କୁ ସବୁଠୁ…
-
Border – Gavaskar Trophy First Test Score Card
ବର୍ଡର – ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ସ୍କୋର କାର୍ଡ ଅଷ୍ଟ୍ରେଲିଆ ପ୍ରଥମ ପାଳି : 177