Category: Uncategorized
-
Australia’s lowest score in India: Ashwini equals Kumble (ଭାରତରେ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର : କୁମ୍ବଲେଙ୍କ ସମକକ୍ଷ ହେଲେ ଅଶ୍ୱିନୀ )
ଭାରତର ଆଉ ଏକ ପାଳି ବିଜୟ ଭିତରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ନିଜ ସର୍ବନିମ୍ନ 91 ରନ କରିଛି l ପୂର୍ବରୁ 2004ରେ ଅଷ୍ଟ୍ରେଲିଆ ମୁମ୍ବାଇରେ 93 ରନ ଏବଂ 1959ରେ କାନପୁରରେ 105 ରନ କରିଥିଲା l 91 ରନ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଭାରତ ବିପକ୍ଷରେ ଦ୍ଵିତୀୟ ସର୍ବନିମ୍ନ l 1981 ରେ ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର 83 ରାନରେ ଅଲଆଉଟ କରିଥିଲେ l ଉଭୟ ପାଳିରେ ଅଲଆଉଟ ହୋଇ ଅଷ୍ଟ୍ରେଲିଆ ସଂଗ୍ରହ…
-
India Vs Australia odia article
ନାଗପୁରର ବିଦର୍ଭ କ୍ରିକେଟ ସଂଘ ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହୋଇଥିବା ବର୍ଡର – ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚର ପ୍ରଥମ ଦିବସରେ 11 wicket ଝଡିଛି l ରବୀନ୍ଦ୍ର ଜାଡେଜା ଓ ରବୀଚନ୍ଦ୍ରନ ଅଶ୍ବିନଙ୍କ ସ୍ପିନ ଜାଲରେ ଛନ୍ଦି ହୋଇ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରି ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 177 ରନ କାରି ସମସ୍ତ wicket ହରାଇଥିଲା ବେଳେ ଘରୋଇ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ…
-
ଗିଲଙ୍କ ପ୍ରଥମ ଟ୍ୱେଣ୍ଟି -20 ଶତକ
ଅହମଦାବାଦ ଶୁବମନ ଗିଲଙ୍କ ପ୍ରଥମ ଟ୍ୱେଣ୍ଟି -20 ଆନ୍ତର୍ଜାତିକ ଶତକ ସହ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଶ୍ରେଷ୍ଠ ବୋଲଂ ଚିତ୍ର (4-0-16-4) ବଳରେ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜଲାଣ୍ଡକୁ 168 ରାନରେ ପରାସ୍ତ କରି ଭାରତ 3 ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି -20 ଶୃଙ୍ଖଳାକୁ 2-1 ରେ ଜିତିନେଇଛି l ଏଥିସହିତ ଚଳିତ ବର୍ଷ ଭାରତ ଲଗାତାର ଦ୍ୱିତୀୟ ଟ୍ୱେଣ୍ଟି -20 ଶୃଙ୍ଖଳା ବିଜୟ ପାଇଛି ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ସମାନ…
-
ବଜେଟ 2023-24( ବଦଳିଲା ଆୟକର ଢାଞ୍ଚା l 7 ଲକ୍ଷ ଆୟ ଯାଏ ଟିକସ ରିହାତି )
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ 2023-24 ଆର୍ଥିକ ବର୍ଷ ଲାଗି 45 ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ ଆଗତ କରିଛନ୍ତି l ସାରା ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଅଭିବୃଦ୍ଧି ଜାରି ରଖିବା ଲାଗି ଉଦ୍ୟମ କରିଛନ୍ତି l ଆର୍ଥିକ ସ୍ତିତିକୁ ମଜବୁତ ରଖିବା ସହିତ ଜନସାଧାରଣଙ୍କ ଆଶା ପୂରଣ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି l ବ୍ୟକ୍ତିଗତ ଆୟକର ରିହାତି ସୀମାରେ କିଛି…
-
My government is fearless, decisive: president ( ମୋ ସରକାର ଭୟଶୂନ୍ୟ, ନିର୍ଣ୍ଣାୟକ : ରାଷ୍ଟ୍ରପତି )
2023 ବିଜେଟ ଅଧିବେଶନ ପ୍ରାରମ୍ଭିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି l ଗତ ଜୁଲାଇରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ମିଳିତ ଅଧିବେଶନରେ ଏହା ରାଷ୍ଟ୍ରପତି ମୁର୍ମୁଙ୍କର ପ୍ରଥମ ଉଦବୋଧନ l ଦେଶରେ ଏବେ ସ୍ଥିର, ଭୟଶୂନ୍ୟ ଏବଂ ନିର୍ଣ୍ଣାୟକ ସରକାର ରହିଛି ଏବଂ କୌଣସି ପାତରଅନ୍ତର ନଥାଇ ସବୁ ଶ୍ରେଣିରେ ବିକାଶ ପାଇଁ ସରକାର ଅହରହ କାମ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି…
-
India won the second Twenty20
କମ ସ୍କୋର ବିଶିଷ୍ଟ ରୋମାଞ୍ଚକର ମ୍ୟାଚରେ ଭାରତ 6 wicket ରେ ନ୍ୟୁଜଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳାରେ ଉଜ୍ଜୀବିତ ରହିଛି l Lucknow ରେ ରବିବାର ଖେଳାଯାଇରହିବା ଦ୍ଵିତୀୟ ମ୍ୟାଚରେ ନ୍ୟୁଜଲାଣ୍ଡ ଧାର୍ଯ୍ୟ କରିଥିବା 100 ରନର ଲକ୍ଷକୁ ଭାରତ 19.5 ଓଭରରେ ହାସଲ କରିଥିଲା l ଏହି ବିଜୟ ପରେ ଶୃଙ୍ଖଳା 1-1 ସମାନ ସ୍ଥିତିରେ ରହିଛି l ଅହମଦାବାଦରେ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ଫେବୃଆରୀ 1 ତାରିଖ ଦିନ ଖେଳାଯିବ l ଟସ ଜିତି…
-
ନବ ଦାସଙ୍କ ଜୀବନୀ
7ଜାନୁଆରୀ 1962ରେ ସମ୍ବଲପୁର ସହରର ମୁଦିପଡାରେ ନବକିଶୋର ଦାସଙ୍କ ଜନ୍ମ l ସେ ମୁଦିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ସମ୍ବଲପୁର ଜିଲ୍ଲା ସ୍କୁଲରୁ ହାଇ ସ୍କୁଲ ଶିକ୍ଷା ଗ୍ରହଣ କରିଥିବାବେଳେ 1978 ମସିହାରେ ଭୋଜପୁର ଆଶ୍ରମ ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ l ଗଙ୍ଗାଧର ମହାବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅଧିକ ଶିକ୍ଷା ଲାଭ କରିଥିଲେ l ନବ ବାବୁ 1989ରେ ଇଂରାଜିରେ ଏମଏ ଓ 1994ରେ…
-
ବାବାରଙ୍କ ବିଶ୍ୱ କିର୍ତ୍ତୀମାନର ସମକକ୍ଷ ହେଲେ ଗିଲ
ତିନି ବର୍ଷ ଧରି ଶତକ ମରୁଡିର ଅନ୍ତ ଘଟାଇଛନ୍ତି ରୋହିତ ଶର୍ମା 1101 ଦିନ ପରେ ହୋଲକର ଷ୍ଟାଡିୟମରେ ମଙ୍ଗଳବାର ନ୍ୟୁଜଲାଣ୍ଡ ବିପକ୍ଷରେ ସେ 101 ରନର ପାଳି ଖେଳିଥିଲେ l ଶେଷଥର ପାଇଁ 2020 ଜାନୁଆରୀ 19ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେ ଶତକ ମାରିଥିଲେ l ମଙ୍ଗଳବାର ନ୍ୟୁଜଲାଣ୍ଡ ବିପକ୍ଷରେ ମାରିଥିବା କ୍ୟାରୀୟରର 30 ତମ ଶତକ ବଳରେ ରୋହିତ ସର୍ବାଧିକ ଶତକ ଅର୍ଜନକାରୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି…
-
Vir Surendra Sai (ବୀର ସୁରେନ୍ଦ୍ର ସାଏ )
ସିପାହୀ ବିଦ୍ରୋହର ପ୍ରାୟ ଦୁଇ ଦଶନ୍ଦି ପୂର୍ବରୁ ଓଡିଶା ମାଟିରେ ବୀର ସୁରେନ୍ଦ୍ର ସାଏ ବ୍ରିଟିସ ଶାସନ ବିରୋଧରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ l ନିଜର ପୌତୃକ ରାଜସିଂହାସନ ପାଇଁ ସେ ଆରମ୍ଭ କରିଥିବା ବିଦ୍ରୋହ କ୍ରମେ ଐତିହସିକି ଜାତୀୟତାବାଦୀ ଲଢ଼େଇରେ ପରିଣତ ହୋଇଥିଲା l ସୁରେନ୍ଦ୍ର ସାଏ 1809 ଜାନୁଆରୀ 23 ତାରିଖରେ ସମ୍ବଲପୁର ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l 1827 ମସିହାରେ ସମ୍ବଲପୁରର ଅପୁତ୍ରିକ ରାଜା ‘ମହାରାଜା ସିଂହ…
-
Germany is aiming for the third trophy ତୃତୀୟ ଥର ଟ୍ରଫି ଲକ୍ଷ୍ୟରେ ଜର୍ମାନି
ଭୁବନେଶ୍ୱର ଚଳିତ ଏଫଆଇଏଚ ପୁରୁଷ ହକି ବିଶ୍ୱ କପର କ୍ଵାଟରଫାଇନାଲ ସ୍ଥାନ ପାଇଁ ସୋମଵାର ଫ୍ରାନ୍ସ -ଜର୍ମାନି ଏବଂ ଆର୍ଜେଣ୍ଟିନା – କୋରିଆ କ୍ରସଓଭର ମ୍ୟାଚ ଖେଳିବେ l ଏହି ଦୁଇଟି ଯାକ କ୍ରସ ଓଭର ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ l ଗ୍ରୁପ -ଏ ରେ ଫ୍ରାନ୍ସ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଅମୀମାସିତରୁ 4 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲେ l ଏହି ଦଳ…