Tag: How many centuries of Virat Kohli against Australia?
-
How many centuries of Virat Kohli against Australia?
ବିଶ୍ୱର ଏକ ନମ୍ବର ଟେଷ୍ଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର ସମସ୍ତ ଫର୍ମାଟକୁ ମିଶାଇ 100ତମ ବିଜୟ ହାସଲ କରିଛି l ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ରୋହିତ ସେନା 6 wicket ରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି l ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ 104 ଟେଷ୍ଟରୁ 32 ବିଜୟ,143 ଦିନିକିଆରୁ 53 ବିଜୟ ଏବଂ 26 ଟ୍ୱେଣ୍ଟି 20 ରୁ 15 ବିଜୟ…