Tag: vir surendra sai
-
Vir Surendra Sai (ବୀର ସୁରେନ୍ଦ୍ର ସାଏ )
ସିପାହୀ ବିଦ୍ରୋହର ପ୍ରାୟ ଦୁଇ ଦଶନ୍ଦି ପୂର୍ବରୁ ଓଡିଶା ମାଟିରେ ବୀର ସୁରେନ୍ଦ୍ର ସାଏ ବ୍ରିଟିସ ଶାସନ ବିରୋଧରେ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଥିଲେ l ନିଜର ପୌତୃକ ରାଜସିଂହାସନ ପାଇଁ ସେ ଆରମ୍ଭ କରିଥିବା ବିଦ୍ରୋହ କ୍ରମେ ଐତିହସିକି ଜାତୀୟତାବାଦୀ ଲଢ଼େଇରେ ପରିଣତ ହୋଇଥିଲା l ସୁରେନ୍ଦ୍ର ସାଏ 1809 ଜାନୁଆରୀ 23 ତାରିଖରେ ସମ୍ବଲପୁର ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l 1827 ମସିହାରେ ସମ୍ବଲପୁରର ଅପୁତ୍ରିକ ରାଜା ‘ମହାରାଜା ସିଂହ…