Hello, I’m Veronica
The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.
-
#West Indies beat India by 6 wickets in 2nd ODI to keep series alive.


Celebration moment’s for WI Barbador 29/07- India and West Indies in the second ODI, India won the first match, West Indies won the second ODI and tied the match. The home team defeated India by 6 wickets.West Indies chased down the target of 182 runs in 36.4 overs.

Summary Scoreboard:-
India 181/10 in 40.5 overs (Ishan Kisan-55, Subman Gill-34, Surya Kumar Jadav-24, Sahadul Thakur-16, Gudkesh Moti-3/36, Romario Shepherd-3/37, Alzari Joseph-2/35, Yannick Kariya-1/25, Jayden Sills-1/28, West Indies 182/4 in 36.4 overs (Saye Hope-63, Kisey Kati-48, Kyle Myers-36, Sahardul Thakur-3/42, Kuldeep Jacob-1 /30)#West Indies beat India by 6 wickets in 2nd ODI to keep series alive.
-
#India vs West Indies 2nd ODI today

Place :- Barbados
Time: 07:00 p.m.
Broadcast:- DD Sports
#India vs West Indies 2nd ODI today
-
Border – Gavaskar Trophy First Test Score Card
ବର୍ଡର – ଗାଭାସ୍କର ଟ୍ରଫି ପ୍ରଥମ ଟେଷ୍ଟ ସ୍କୋର କାର୍ଡ
ଅଷ୍ଟ୍ରେଲିଆ ପ୍ରଥମ ପାଳି : 177
- ଭାରତ ପ୍ରଥମ ପାଳି :400
- ରୋହିତ ଶର୍ମା-ବୋ-ପ୍ୟାଟ କମିନ୍ସ -120
- କେଏଲ ରାହୁଲ-କ-ଓ-ବୋ-ମର୍ଫି -20
- ଆର ଅଶ୍ୱିନୀ -ଏଲବି – ବୋ -ମର୍ଫି -23
- ପୂଜାରା-କ-କାରି-ବୋ -ମର୍ଫି -07
- କୋହଲି -କ -କାରି -ବୋ -ମର୍ଫି -12
- ସୂର୍ଯ୍ୟକୁମାର -ବୋ-ନାଥନ ଲାୟନ -08
- ଅକ୍ଷର ପଟେଲ -ବୋ-ପ୍ୟାଟ କମିନ୍ସ -84
- ସାମି-କ-କାରି-ବୋ-ଟଡ଼ ମର୍ଫି-37
- ମହମ୍ମଦ ସିରାଜ ଅପରାଜିତ -01
- Wicket ପତନ 1/76,2/118,3/-10 ମୋଟ (4/151,5/168,6/229,7/240,8/328,9/380, 10/400 l
- ବୋଲିଂ : ପ୍ୟାଟ କମିନ୍ସ 20.3-3-78-2, ସ୍କଟ ବୋଲାଣ୍ଡ 17-34-0, ନାଥନ ଲାୟନ 49-13-116-1, ଟଡ଼ମର୍ଫି47-12-124-7, ମାର୍ନସ ଲବୁସାନ 5-0-24-0, ମ୍ୟାଟ ରେନ୍ସ 1-0-7-0 l
- ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳି :91
- ଖୱାଜା -କ-କୋହଲି-ବୋ-ଅଶ୍ୱିନୀ -05
- ଡେଭିଡ ୱର୍ଣ୍ଣର -ଏଲବି -ବୋ-ଅଶ୍ୱିନୀ -10
- ଲବୁସାନ -ଏଲବି -ବୋ-ଜାଡେଜା -17
- ଷ୍ଟିଭ ସ୍ମିଥ -ଅପରା ଜିତ -25
- ମ୍ୟାଟ ରେନ୍ସ -ଏଲବି -ବୋ=ଅଶ୍ୱିନୀ -02
- ହ୍ୟାଣ୍ଡସ୍କମ-ଏଲବି -ବୋ -ଅଶ୍ୱିନୀ -10
- ଟଡ଼ ମାର୍ଫି. କ. ରୋହିତ. ବୋ. ସାମି -00
- Wicket ପତନ : 1/7,2/26,3/34,4/42,5/52,6/64,7/67,8/85,9/88,10/91 l
- ବୋଲିଂ : ମହମ୍ମଦ ସାମି 4.3-1-13-2,, ରବିଚନ୍ଦ୍ରନ 12-3-37-5, ମହମ୍ମଦ ସିରାଜ 1-1-0-0, ରବୀନ୍ଦ୍ର ଜାଦେଜା 12-3-34-2, ଅକ୍ଷର ପଟେଲ 3-0-6-1 l
-
Australia’s lowest score in India: Ashwini equals Kumble (ଭାରତରେ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର : କୁମ୍ବଲେଙ୍କ ସମକକ୍ଷ ହେଲେ ଅଶ୍ୱିନୀ )

ଭାରତର ଆଉ ଏକ ପାଳି ବିଜୟ ଭିତରେ ଅଷ୍ଟ୍ରେଲିଆ ମଧ୍ୟ ଭାରତ ମାଟିରେ ନିଜ ସର୍ବନିମ୍ନ 91 ରନ କରିଛି l ପୂର୍ବରୁ 2004ରେ ଅଷ୍ଟ୍ରେଲିଆ ମୁମ୍ବାଇରେ 93 ରନ ଏବଂ 1959ରେ କାନପୁରରେ 105 ରନ କରିଥିଲା l 91 ରନ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ଭାରତ ବିପକ୍ଷରେ ଦ୍ଵିତୀୟ ସର୍ବନିମ୍ନ l 1981 ରେ ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର 83 ରାନରେ ଅଲଆଉଟ କରିଥିଲେ l ଉଭୟ ପାଳିରେ ଅଲଆଉଟ ହୋଇ ଅଷ୍ଟ୍ରେଲିଆ ସଂଗ୍ରହ କରିଥିବା 268 ରନ ( 177 ଓ 91) ମଧ୍ୟ ଦଳ ପାଇଁ ସର୍ବନିମ୍ନ l 2004 ମୁମ୍ବାଇ ଟେଷ୍ଟରେ ଅଷ୍ଟ୍ରେଲିଆ 196 ରନ ( 203 ଓ 93 ) କରିଥିଲା l
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଞ୍ଚମ ଥର ପାଇଁ ପାଳି ବିଜୟ ସଫଳତା ପାଇଛି l ଶେଷ ଥର ପାଇଁ ଭାରତ 2013 ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆକୁ ଏକ ଘରୋଇ ଟେଷ୍ଟରେ ପାଳି ବ୍ୟବଧାନରେ ହରାଇଥିଲା l
ରବିଚନ୍ଦ୍ରନ, ଅଶ୍ୱିନୀ ଶନିବାର ନିଜ 31 ତମ 5 wicket ସଫଳତା ପାଇଥିଲେ l ଭାରତରେ କିନ୍ତୁ ଏହା ତାଙ୍କ 25 ତମ wicket ଦଖଲ l ଏଥି ସହିତ ସେ ଅନିଲ କୁମ୍ବଲେଙ୍କ କିର୍ତ୍ତୀମାନର ସମକକ୍ଷ ହୋଇଛନ୍ତି l ନିଜ ଘରୋଇ ମାଟିରେ ଏହି ଦୁଇ ଜଣଙ୍କ ଛଡା କେବଳ ମୁଥୟା ମୁରଲୀଧରନ (45) ଏବଂ ରଙ୍ଗନା ହେରାଥ (26) ଅଧିକ ଥର 5 wicket ସଫଳତା ପାଇଛନ୍ତି l

ଅଷ୍ଟ୍ରେଲିଆର 5 ଜଣ ବାମହାତି ବ୍ୟାଟର ଉଭୟ ପାଳିରୁ ମିଳିତ ଭାବେ 67 ରନ ସଂଗ୍ରହ କରିଛନ୍ତି l ଭାରତର ଦୁଇ ବାମହାତୀ (ରବୀନ୍ଦ୍ର ଜାଦେଜା -ଅକ୍ଷର ପଟେଲ )ବ୍ୟାଟର ମିଳିତ ଭାବେ 154 ରନ କରିଥିଲେ ଗୋଟିଏ ପାଳିରୁ l
ନାଗପୁର ଟେଷ୍ଟରେ ଅଷ୍ଟ୍ରେଲିଆକୁ ମୋଟ 10 ଏଲବିଡବଲ୍ୟୁ ଆଉଟ ମିଳିଥିଲା l କଙ୍ଗାରୁ ଦଳ ପାଇଁ ଏହା ସର୍ବାଧିକ l ଭାରତ ବିପକ୍ଷରେ ପୂର୍ବ ସର୍ବାଧିକ 9 ଥିଲା 2001 କୋଲକାତା ଟେଷ୍ଟରୁ l ଗତବର୍ଷ ଗଲ ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲିଆ 9 ଏଲବିଡ଼ବଲ୍ୟୁର ଶିକାର ହୋଇଥିଲା l ଅଷ୍ଟ୍ରେଲିଆର ଦ୍ଵିତୀୟ ପାଳିରେ 6 ଏଲବିଡ଼ବଲ୍ୟୁ ମଧ୍ୟ ଭାରତ ପାଇଁ ଏକ ଯୁଗ୍ମ ସର୍ବୋଚ୍ଚ l
-
India Vs Australia odia article

Australia 177 in first innings ନାଗପୁରର ବିଦର୍ଭ କ୍ରିକେଟ ସଂଘ ଷ୍ଟାଡିୟମରେ ଗୁରୁବାରଠୁ ଆରମ୍ଭ ହୋଇଥିବା ବର୍ଡର – ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚର ପ୍ରଥମ ଦିବସରେ 11 wicket ଝଡିଛି l ରବୀନ୍ଦ୍ର ଜାଡେଜା ଓ ରବୀଚନ୍ଦ୍ରନ ଅଶ୍ବିନଙ୍କ ସ୍ପିନ ଜାଲରେ ଛନ୍ଦି ହୋଇ ଟସ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରି ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 177 ରନ କାରି ସମସ୍ତ wicket ହରାଇଥିଲା ବେଳେ ଘରୋଇ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଗୋଟିଏ wicket ବିନିମୟରେ 77 ରନ କରିଛି l ଫଳରେ ହାତରେ 9 wicket ଥାଇ ଭାରତ 100 ରନ ପଛରେ ରହିଛି l ଭାରତର ଏକମାତ୍ର wicket ଭାବେ କେଏଲ ରାହୁଲ ଆଉଟ ହୋଇଛନ୍ତି l ରୋହିତଙ୍କ ସହ ନାଇଟ ୱାଚମ୍ୟାନ ଭାବେ ଆସିଥିବା ରବିଚନ୍ଦ୍ରନ ଅଶ୍ବିନ କ୍ରିଜରେ ରହିଛନ୍ତି l

ଟସ ଜିତି ପ୍ୟାଟ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ l ହେଲେ ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ ଦଳୀୟ ସ୍କୋର 2 ରନ ବେଳକୁ ଅଷ୍ଟ୍ରେଲିଆର ଦୁଇ ଓପନରଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ l ସିରାଜ ତାଙ୍କ ପ୍ରଥମ ଓଭରର ପ୍ରଥମ ବିଲରେ ଉସମାନ ଖୱାଜା ଏବଂ ସାମି ତାଙ୍କ ଦ୍ୱତୀୟ ଓଭରର ପ୍ରଥମ ବଲରେ ଡେଭିଡ ୱାର୍ଣ୍ଣରଙ୍କୁ ଶିକାର କରିନେଇଥିଲେ l ଉଭୟ ୱାର୍ଣ୍ଣର ଓ ଖାୱାଜା 1 ରନ ଲେଖାଏ କରିଥିଲେ l ଏହାପରେ ମାର୍ନସ ଲବୁସାନ ଏବଂ ଷ୍ଟିଭ ସ୍ମିଥ ତୃତୀୟ wicket ରେ 82 ରନ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ l ଉଭୟ ମିଳିତ ଭାବେ 33.4 ଓଭର ଖେଳି ଭାରତକୁ wicket ଦେଇନଥିଲେ l ହେଲେ 36 ତମ ଓଭରରୁ ହିଁ ଭ୍ରମଣକାରୀ ଦଳ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ l ବିଶେଷକରି କିଛି ମାସ ଧରି ଦୁରେଇ ରହିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ପ୍ରତ୍ୟାବର୍ତ୍ତନରେ ଚମକ ଛାଡିଥିଲା ବେଳେ ରବୀଚନ୍ଦ୍ରନ ଅଶ୍ବିନ ତାଙ୍କୁ ଚମକ୍ତାର ସହଯୋଗ କରିଥିଲେ l ଉଭୟେ ମିଳିତ ଭାବେ ଶେଷ 8 wicket ବାଣ୍ଟିନେବାରୁ ଅଷ୍ଟ୍ରେଲିଆ 28 ଓଭରରେ 93 ରନ ଯୋଡି ଅଲଆଉଟ ହୋଇଯାଇଥିଲା l ତେବେ ମଧ୍ୟକ୍ରମରେ ପିଟର ହ୍ୟାଣ୍ଡସ୍କମ୍ବ ଓ ଆଲେକ୍ସ କରି ଷଷ୍ଠ wicket ରେ 53 ରନ ଯୋଡିବାରୁ ଦଳ 150 ଅତିକ୍ରମ କରିଯାଇଥିଲା l ଜାଦେଜା 36 ତମ ଓଭରର ଶେଷ ଦୁଇ ବଲରେ ଲବୁସାନ ଓ ରେନସଙ୍କୁ ଆଉଟ କରିଥିଲା ବେଳେ ପରେ ପରେ ଷ୍ଟିଭ ସ୍ମିଥ, ପିଟର ହ୍ୟାଣ୍ଡସ୍କୁମ୍ବ ଓ ଟଡ଼ ମର୍ଫିଙ୍କୁ ଶିକାର କରି 5 wicket ସଫଳତା ହାତେଇଥିଲେ l ଅଶ୍ବିନ ଆଲେକ୍ସ କାରି, ଅଧିନାୟକ ପ୍ୟାଟ କମିନ୍ସ ଓ ସ୍କଟ ବୋଲାଣ୍ଡଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ l ଏହି ଅବସରରେ ଅଶ୍ୱିନ ମଧ୍ୟ ଟେଷ୍ଟ କ୍ରିକେଟରେ 450 wicket ପୂରଣ କରିନେଇଥିଲେ l
ଯବାବରେ ଅଧିନାୟକ ରୋହିତ ଶର୍ମା ଦ୍ରୁତ ରନ ସଂଗ୍ରହ ବଳରେ ଭାରତ ଭଲ ଆରମ୍ଭ କରିଥିଲା l ଗୋଟିଏ ପଟେ ରୋହିତ ରନ ଗତିକୁ ବଢାଇ ଚାଲିଥିଲା ବେଳେ ଅନ୍ୟପଟେ କେଏଲ ରାହୁଲ ରନ ପାଇଁ ସଂଘର୍ଷ କରିଥିଲେ l ସେ 20 ବଲ ଖେଳିବା ପରେ ପ୍ରଥମ ରନ କରିଥିଲା ବେଳେ 71 ବଲକୁ 20 ରନ କରି ପଦାର୍ପଣକରି ବୋଲର ଟଡ଼ ମର୍ଫିଙ୍କ ଶିକାର ହୋଇଥିଲେ l ତେବେ ରାହୁଲ ଆଉଟ ହେବା ପୂର୍ବରୁ ରୋହିତଙ୍କ ସହ ପ୍ରଥମ wicket ରେ 76 ରନ ଯୋଡ଼ି ଦଳକୁ ଭଲ ସ୍ଥିତି ଦେଇଥିଲେ l ରୋହିତ 69 ବଲକୁ 9 ଚୌକା ଓ 1 ଛକା ସହାୟତାରେ 56 ରନ କରି ଅପରାଜିତ ରହିଛନ୍ତି l
-
Virat Kohli Biography

Early Life
Virat kohli was born on 5 November 1988 in Delhi into a punjabi family. His father, prem Kohli, worked as a criminal lawyer and his mother, Saroja Kohli, is a housewife. He has an older broth, Vikash and an older sister, Bhavna.
Kohli was raised in Uttam Nagar and started his schooling at Vishal Bharti Public School. In 1998,the West Delhi Cricket Academy was created and a nine – year – old kohli was part of its first intake. Kohli trained at the academy under Rajkumar Sharma and also played matches at the sumeet Dogra Academy at Vasundhara Enclave at the same time. In ninth grade, he shifted to saviour Convent in paschim Vihar to help his cricket practice. Kohli’s family lived in Meera Bagh until 2015 when they moved to gurgaon. Kohli ‘s father died on 18 December 2006 due to a stroke after being bed- ridden for a month.

Kohli at post match event, India vs Newzealand, 2010 Delhi Kohli first played for Delhi Under -15 team in October 2002 in the 2002-03 polly Umrigar Trophy. He became the captain of the team for the 2003-04 polly Umrigar Trophy. In late 2004,he was selected in the Delhi Under -17 team for the 2003- 04 Vijay Merchant Trophy. Delhi Under -17s won the 2004 -05 Vijay Merchant Trophy in which kohli finished as the highest run – scorer with 757runs from 7 matches at an average of 84.11 with two centuries. In February 2006 he made his list A debut for Delhi against service but did not get tk bat.
Kohli made his first -class debut for Delhi against Tamil Nadu in November 2006,at the age of 18,he scored 10 runs in his debut innings. He came into the spotlight in December when he decided to play for his team against Karnataka on the day after his father ‘s death and went on to score 90. He went directly to the funeral after he got out in the match. He scored a total of 257 runs from 6 matches at an average of 36.71 in that season.
India Under 19
In July 2006,kohli was selected in the India Under 19 squad on its tour of England. He averaged 105 in the three – match ODI series against England Under 19s in the 49 in the three match Test series. India Under -19 went on to win both the series. In September, the India Under 19 team toured Pakistan. Kohli averaged 58 in the Test series and 41.66 in the ODI series against Pakistan Under -19s.
In April 2007,he made his Twenty 20 debut and finished as the highest run- getter for his team in the inter state T20 championship with 179 runs at an average of 35.80. In July – August 2007, the India Under 19 team toured sri Lanka. In the triangular series against sri Lanka under 19s and bangaladesh under 19s, kohli was the second highest run- getter with 146 runs at an average of 29 from 5 matches. In the two match test series that followed, he scored 244 runs at an average of 122 including a century and a fifth.
In February -March 2008,kohli captained the victorious India team at the 2008 under -19 cricket world cup held in Malaysia. Batting at number 3, he scored 235 runs in 6 matches st a average of 47 and finished as the tournament’s third- highest run- getter and one of the three batsmen to score a hundred in the tournament. He was instrumental in India’s threr – wickets semi – final win over New Zealand Under -19s in which he took 2 wickets and scored 43 in the tense run – Chase and was awarded the man of the match.
IPL
Following the under -19 world cup, kohili was bought by the Indian premiere league franchise Royal challenge Bangalore for $30,000 on a youth contract. In June 2008,kohli and his under -19 teammates pradeep Sangwan and Tanmay Srivastava were awarded the Border – Gavaskar scholarship. The scholarship allowed the three players to train for six weeks at cricket Australia’s centre of Excellence in Brisbane. He was also picked in the India emerging players squad for the four-team Emerging players Tournament and scored 206 runs in six matches at an average of 41.20
-
ଗିଲଙ୍କ ପ୍ରଥମ ଟ୍ୱେଣ୍ଟି -20 ଶତକ

ତୃତୀୟ ମ୍ୟାଚକୁ 168 ରନରେ ହାରିଲା ନ୍ୟୁଜଲାଣ୍ଡ l ଭାରତ 2-1 ରେ ଶୃଙ୍ଖଳା ଜିତିଲା l ଅହମଦାବାଦ ଶୁବମନ ଗିଲଙ୍କ ପ୍ରଥମ ଟ୍ୱେଣ୍ଟି -20 ଆନ୍ତର୍ଜାତିକ ଶତକ ସହ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଶ୍ରେଷ୍ଠ ବୋଲଂ ଚିତ୍ର (4-0-16-4) ବଳରେ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜଲାଣ୍ଡକୁ 168 ରାନରେ ପରାସ୍ତ କରି ଭାରତ 3 ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି -20 ଶୃଙ୍ଖଳାକୁ 2-1 ରେ ଜିତିନେଇଛି l ଏଥିସହିତ ଚଳିତ ବର୍ଷ ଭାରତ ଲଗାତାର ଦ୍ୱିତୀୟ ଟ୍ୱେଣ୍ଟି -20 ଶୃଙ୍ଖଳା ବିଜୟ ପାଇଛି ବର୍ଷ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଭାରତ ସମାନ 2-1 ବ୍ୟବଧାନରେ ଶୃଙ୍ଖଳା କବଜା କରିଥିଲା l ଏବେ ନ୍ୟୁଜଲାଣ୍ଡ ବିପକ୍ଷରେ 168 ରନରେ ଜିତି ଭାରତ ଆନ୍ତର୍ଜାତିକ ଟ୍ୱେଣ୍ଟି -20 ରେ ସର୍ବବୃହତ ବ୍ୟବଧାନ ବିଜୟ ପାଇପାରିଛି l ଏଥିପୂର୍ବରୁ 2018 ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ 143 ରନରେ ମ୍ୟାଚ ଜିତିଥିଲା l ମୋଟାମୋଟି ଭାବେ ସର୍ବବୃହତ ରନ ବ୍ୟବଧାନ ବିଜୟରେ ଶ୍ରୀଲଙ୍କା ପଛକୁ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି l ଶୁବମନ ଗିଲ ମ୍ୟାଚର ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ l

ବୁଧବାର ନିର୍ଣ୍ଣାୟକ ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲେ ହେଁ ଦ୍ଵିତୀୟ ଓଭରରେ ଇଷାନ କିଷାନ ଆଉଟ ହୋଇହରୋଇ ଦଳକୁ ପ୍ରଥମ ଝଟକା ଦେଇଥିଲେ l ତେବେ ଶୁବମନଙ୍କ ସହ ରାହୁଲ ତ୍ରିପାଠୀ ଭାର ସମ୍ବଳି ନେଇଥିଲେ l ପାଖାପାଖୀ 1000 ହରରେ ରନ ସଂଗ୍ରହ କରିବା ସହ ଉଭୟ ଦ୍ଵିତୀୟ wicket ରେ 80 ରନର ଭାଗିଦାରି ଗଢି ଭାରତକୁ ଦୃଢ଼ ସ୍ଥିତିରେ ରଖିଥିଲେ l ପରେ ସୂର୍ଯ୍ୟକୁମାର ଯାଦବ 4 ଓଭର ପର୍ଯନ୍ତ ଶୁବମନଙ୍କ ସହ ଖେଳି ଦଳକୁ ଶହେ ପାର କରାଇଥିଲେ l ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ସାଥି କରି ଶୁବମନ ଚତୁର୍ଥ wicket ରେ 103 ରନ ଯୋଡିବା ସହ ଦ୍ରୁତ ରନ ସଂଗ୍ରହ କରି ଦଳୀୟ ରନକୁ

About Me
The sky is not completely dark at night. Were the sky absolutely dark, one would not be able to see the silhouette of an object against the sky.
Follow Me On
Subscribe To My Newsletter
Subscribe for new travel stories and exclusive content.

